‘Zero’ ପାଇଁ End ହେଲା ମ୍ୟାରେଜ୍! ଭାବି ବରଙ୍କ ଦରମାରୁ ଗୋଟିଏ ଶୂନ କମିଲା, କନ୍ୟା କହିଲେ ‘ଅନ୍ୟ ରାସ୍ତା ଦେଖ…’
ନୂଆଦିଲ୍ଲୀ: ଆଜିକାଲି ଅନେକ ଯୁବକ, ଯୁବତୀ ମାଟ୍ରିମୋନିଆଲ ସାଇଟମାନଙ୍କରେ ନିଜ ନିଜ ମନ ପସନ୍ଦର ଜୀବନସାଥୀ ଖୋଜୁଛନ୍ତି । ଅଭିଭାବକମାନେ ମଧ୍ୟ ସେମାନଙ୍କର ପୁଅ, ଝିଅଙ୍କ ପାଇଁ ଯୋଗ୍ୟ ବର ଓ କନ୍ୟାଙ୍କ ସନ୍ଧାନ କରୁଛନ୍ତି…