Concussion Substitute ନିୟମ: ରିଷଭ ପନ୍ତଙ୍କ ଜାଗାରେ ଅନ୍ୟ ଖେଳାଳି କରିପାରିବେ କି ବ୍ୟାଟିଂ? ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯାଉଛି। ଏହି ମ୍ୟାଚ୍ରେ ପୁଣିଥରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା।
ଏହା ପରେ ଟିମ୍ ଇଣ୍ଡିଆ…