Breaking News ରାଜ୍ୟରୁ ସମସ୍ତ ପ୍ରକାର କୋଭିଡ କଟକଣା ହଟାଇଲେ ଓଡ଼ିଶା ସରକାର Odisha Bhaskar Bureau Nov 19, 2022 ଭୁବନେଶ୍ୱର: ଦିର୍ଘ ଦୁଇ ବର୍ଷ ପରେ ରାଜ୍ୟରୁ ସମସ୍ତ ପ୍ରକାର କୋଭିଡ କଟକଣା ହଟାଇଛନ୍ତି ସରକାର । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ କଟକଣା ହଟାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କରୋନା ମହାମାରୀ ସମଗ୍ର…
Breaking News ଓଡ଼ିଶା କ୍ୟାଡରର ୩ IASଙ୍କୁ କେନ୍ଦ୍ରରେ ମିଳିଲା ନିଯୁକ୍ତି Sushreejyoti Routray Nov 19, 2022 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କ୍ୟାଡରର ୩ ଆଇଏଏସଙ୍କୁ କେନ୍ଦ୍ରରେ ଦାୟିତ୍ୱ ଦେଇଛନ୍ତି ସରକାର । ସଞ୍ଜୟ ରସ୍ତୋଗି ହୋଇଛନ୍ତି ରସାୟନ ଓ ସାର ମନ୍ତ୍ରାଳୟର ଅତିରିକ୍ତ ସଚିବ । ଏହା ସହ କୃଷି ମନ୍ତ୍ରାଳୟର ଅତିରିକ୍ତ…
Featured ଖାଦ୍ୟ ଡେଲିଭରୀ ପାଇଁ ସିଙ୍ଗାପୁରରୁ ଆଣ୍ଟାର୍କଟିକା: ୩୦ ହଜାର କିଲୋ ମିଟର ଦୂରରେ ପହଞ୍ଚିଲେ ମହିଳା Odisha Bhaskar Bureau Nov 19, 2022 ନୂଆଦିଲ୍ଲୀ: ଖାଦ୍ୟ ଡେଲିଭରୀର ଆଶ୍ଚର୍ଯ୍ୟକର ଘଟଣା ଅନେକ ସମୟରେ ସାମ୍ନାକୁ ଆସିଥାଏ । ନିକଟରେ ଜଣେ ମହିଳା ଚର୍ଚ୍ଚା କୁ ଆସିଛନ୍ତି କାରଣ ସେ ଖାଦ୍ୟ ବିତରଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ସିଙ୍ଗାପୁରର…
Featured ‘ଗଡକରୀ ଏକ ନୂତନ ଆଦର୍ଶ’ ଛତ୍ରପତି ଶିବାଜୀ ପୁରୁଣା କଥା’, କହି ପୁଣି ବିବାଦରେ ମହାରାଷ୍ଟ୍ର ରାଜ୍ୟପାଳ Odisha Bhaskar Bureau Nov 19, 2022 ମହାରାଷ୍ଟ୍ର: ଛତ୍ରପତି ଶିବାଜୀଙ୍କ ଉପରେ ବୟାନ ଦେଇ ପୁଣି ବିବାଦ ଘେରକୁ ଆସିଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ। ଏକ କାର୍ଯ୍ୟକ୍ରମରେ ସେ ଛତ୍ରପତି ଶିବାଜୀ ମହାରାଜଙ୍କୁ ପୁରାତନ ଯୁଗର ବିଷୟରେ କହିଥିଲେ ଏବଂ ନିତିନ ଗଡକରୀ…
Featured ପାକିସ୍ତାନକୁ ପୁଣି ବୋକା ବନାଇଲା ଚୀନ: ଗ୍ୱାଦର ବନ୍ଦର ଦ୍ୱାରା ଲୋକଙ୍କ ମିଳୁନି ଲାଭ Odisha Bhaskar Bureau Nov 19, 2022 ନୂଆଦିଲ୍ଲୀ: ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନକୁ ଚୀନ ପୁଣିଥରେ ବୋକା ବନାଇଛି । ପାକିସ୍ତାନର ଗ୍ୱାଦର ବନ୍ଦରରେ ଆର୍ଥିକ ଉନ୍ନତି ଆଣିବା ପାଇଁ ଚୀନ ପ୍ରତିଶ୍ରୁତି ଦେଇଥିଲା । ପାକିସ୍ତାନ ସରକାରଙ୍କୁ…
Breaking News ୟୁକ୍ରେନ୍ ସୈନ୍ୟଙ୍କ ନୃଶଂସ କାଣ୍ଡ: ସରେଣ୍ଡର କରିଥିବା ନିରସ୍ତ୍ର ଋଷୀୟ ସୈନ୍ୟଙ୍କୁ ନିର୍ମମ ଭାବେ କଲେ ହତ୍ୟା Odisha Bhaskar Bureau Nov 19, 2022 ନୂଆଦିଲ୍ଲୀ: ୟୁକ୍ରେନ୍ ୧୦ରୁ ଅଧିକ ଋଷୀୟ ସୈନିକଙ୍କୁ ଯୁଦ୍ଧ ବନ୍ଦୀଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛି ଋଷ । ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ୟୁକ୍ରେନ୍ ସୈନ୍ୟମାନେ ଋଷର ନିରସ୍ତ୍ର ଯବାନଙ୍କୁ ନିର୍ମମ ଭାବେ…
Breaking News (Video) ଶ୍ରଦ୍ଧା ହତ୍ୟା ମାମଲା: CCTV ଫୁଟେଜରେ ବ୍ୟାଗ ନେଇ ଯାଉଥିବା ନଜର ଆସିଲା ଅଫତାବ, ସେଥିରେ ଶ୍ରଦ୍ଧାଙ୍କ ଶରୀରର ଅଙ୍ଗ ଥିବା ପୋଲିସ… Sushreejyoti Routray Nov 19, 2022 ନୂଆଦିଲ୍ଲୀ: ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଅଫତାବ ଅମିନ ପୁନାୱାଲା ଗତ ମାସ ସକାଳେ ବ୍ୟାଗ ଧରି ତାଙ୍କ ଘର ବାହାରେ ବୁଲୁଥିବାର ନଜର ଆସିଥିଲା । ସିସିଟିଭି ଫୁଟେଜରୁ ଏହାର ଖୁଲାସା ହୋଇଛି । ସନ୍ଦେହ…
Featured ବିରଳ ରୋଗ ପାଇଁ ମୁହଁରେ ଉଠିଲା ମାତ୍ରାଧିକ ଚୁଟି: ନିକଟକୁ ଆସିବାକୁ ଭୟ କରୁଛନ୍ତି ଲୋକେ Odisha Bhaskar Bureau Nov 19, 2022 ନୂଆଦିଲ୍ଲୀ: ବେଳେବେଳେ ଲୋକମାନେ ଏପରି ଅଜଣା ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଯେ, ଡାକ୍ତର ସେହି ରୋଗ ବିଷୟରେ କିଛି ଜାଣି ପାରନ୍ତି ନାହିଁ । ଫଳରେ ପିଡ଼ିତ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ତେବେ…
Breaking News ପଦ୍ମପୁର ଉପନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କଲା କଂଗ୍ରେସ: ଜାଣନ୍ତୁ କାହା ନାଁ ଅଛି ସାମିଲ ? Sushreejyoti Routray Nov 19, 2022 ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ରାଜନୀତି । ନାମାଙ୍କନ ପ୍ରକ୍ରିୟା ସରିବା ପରେ ଆଜିଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର । ପ୍ରଚାର ପାଇଁ ଉଭୟ ବିଜେଡି ଏବଂ ବିଜେପି ତାଙ୍କର ଷ୍ଟାର କ୍ୟାମ୍ପେନର…
Breaking News (Video) ଦୁର୍ବଳ ହେଉଛି ଗରୁଡ଼ ସ୍ତମ୍ଭ ! ଆଉ ହେବନି କୋଳେଇ Sushreejyoti Routray Nov 19, 2022 ପୁରୀ: ଶ୍ରୀମନ୍ଦିରୁ ପଥର ଖସିବା ଆଉ ଏବେ ଶ୍ରୀମନ୍ଦିର ଭିତରେ ଗରୁଡ଼ ସ୍ତମ୍ଭ ଦୁର୍ବଳ ହୋଇଯିବା ଖବର କଳିଯୁଗ ସରି ସରି ଆସୁଥିବା କଥାକୁ ବାରମ୍ବାର ସାବ୍ୟସ୍ତ କରୁଛି । ମାଳିକା ବଚନ ସତ ବୋଲି ଏହି ସବୁ ଘଟଣା ବାରମ୍ବାର…