ଆଇଫୋନକୁ ସହାୟତା କରିବ ଟାଟା, ଷାଠିଏ ହଜାର ଆଦିବାସୀ ମହିଳାଙ୍କୁ ମିଳିବ ଚାକିରୀ

ବାଙ୍ଗାଲୁରୁ: ଆଇଫୋନ ଉପରେ ମେଡ ଇନ ଇଣ୍ଡିଆ ଟ୍ୟାଗ ଲଗାଯିବା ନେଇ ଭାରତ ସରକାର ବହୁ ଦିନ ଧରି ଚେଷ୍ଟା ଚଳାଇ ଅସିଛନ୍ତି । ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ନେଇ ଯୋଜନା ଚାଲୁ ରହିଛି । ତେଣୁ ବାଙ୍ଗାଲୁର ପାଖରେ…

USB Type-C ବାଧ୍ୟତାମୂଳକ! ଲାପଟପ, ଫୋନ ଓ ଟାବଲେଟ ପାଇଁ ଏଣିକି ଗୋଟିଏ କମନ୍ ଚାର୍ଜର

ନୂଆଦିଲ୍ଲୀ: ଅଲଗା ଅଲଗା ଡିଭାଇସ ପାଇଁ ଗୋଟିଏ ଚାର୍ଜିଂ ସିଷ୍ଟମ ଭାରତରେ ଲାଗୁ ହେବାକୁ ଯାଉଛି । ଏକାଧିକ ସ୍ମାର୍ଟ ଡିଭାଇସ ପାଇଁ ଗୋଟିଏ କମନ୍ ଚାର୍ଜିଂ ପୋର୍ଟ ୟୁଏସବି-ସିର ବ୍ୟବହାର କରାଯିବ । ଏହାକୁ ନେଇ…

ଓଲଟି ପଡିଲା ବସ, ଆଠଜଣ ଗୁରୁତର

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାରେ ଏକ ଘରୋଇ ବସ ଓଲଟି ପଡି, ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଝାଡଖଣ୍ଡ ଯାଉଥିବା ବେଳେ ଦୁର୍ଘଟଣା ଘଟିବାର କଥା ସାମ୍ନାକୁ ଆସିଛି । ବସରେ ଥିଲେ ୪୦ଜଣ ଯାତ୍ରୀ ସେଥିମଧ୍ୟରୁ ଆଠ ଜଣ ଗୁରୁତର…

ରାଜଧାନୀର ପ୍ରତ୍ୟେକ ସ୍କୁଲରେ ପଢ଼ାଯିବ ସାଇବର ପାଠ: କମିସନରେଟ୍ ପୋଲିସର ନୂଆ ମାଷ୍ଟରପ୍ଲାନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଏକ ନୂଆ ପ୍ରୟାସ ଆରମ୍ଭ କରିଛି । ଏଣିକି ପୋଲିସ ସ୍କୁଲମାନଙ୍କୁ ଯାଇ ସେଠାରେ…

ରାଜ୍ୟରେ ବଢୁଛି ଶୀତର ପ୍ରକୋପ; ଆହୁରି ୨ ରୁ ୪ ଡିଗ୍ରୀ ଖସବ ପାରଦ

ଭୁବନେଶ୍ୱର: ଗତ କିଛି ଦିନ ହେବ ଶୀତରେ ଥରୁଛି ସାରା ଓଡିଶା । ରାଜ୍ୟରେ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢିବାର ଲାଗିଛି । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ପବନ ପ୍ରବେଶ କରୁଥିବାରୁ ଉପକୂଳରୁ…

ନଭେମ୍ବର ୧୯ରେ ବ୍ୟାଙ୍କ ଧର୍ମଘଟ: ଗ୍ରାହକ ପାଇଁ ସତର୍କ ସୂଚନା

ନୂଆଦିଲ୍ଲୀ: ବ୍ୟାଙ୍କକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । ଯଦି ଚଳିତ ସପ୍ତାହରେ ଆପଣଙ୍କର କିଛି ବ୍ୟାଙ୍କିଂ ସମ୍ବନ୍ଧୀୟ କାମ ଅଛି, ତେବେ ତାହାକୁ ଶୀଘ୍ର ସାରି ଦିଅନ୍ତୁ । କାରଣ ଆଗକୁ ବ୍ୟାଙ୍କ ଧର୍ମଘଟ ହେବାର ଅଛି ।…

୪୮ ଘଣ୍ଟିଆ ବନ୍ଦ ପାଇକମାଳ; ବନ୍ଦ ଡାକରା ଦେଲା କ୍ରିୟାନୁଷ୍ଠାନ କମିଟି

ପଦ୍ମପୁର: ୩ ଦଫା ଦାବିରେ ୪୮ ଘଣ୍ଟିଆ ବନ୍ଦ ପାଇକମାଳ । ପାଇକମାଳରେ JMFC କୋର୍ଟ ସହ ଏହାକୁ NAC ଦାବି ଓ ପାଇକମାଳ ହସ୍ପିଟାଲକୁ CHC କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ତେବେ ଆଜି ସକାଳ ୬ ଟାରୁ ମିଳିତ…

ରାଶିଫଳ(ଗୁରୁବାର,୧୭ ନଭେମ୍ବର,୨୦୨୨)

ମେଷ - କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ…

ଏଲପିଜି ସିଲିଣ୍ଡର ଉପରେ ସରକାର କଲେ ନୂଆ ନିୟମ, ଦେଶର ସବୁ ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ପ୍ରତ୍ୟେକଙ୍କ ଘରେ ରନ୍ଧନ ଗ୍ୟାସ ମହଜୁଦ ଅଛି । କେତେବେଳେ ଦେଶରେ ଗ୍ୟାସ ଦର ବଢିଯାଉଛି ତ କେତେବେଳେ ସରକାର ଏହାକୁ କମାଇ ଦେଉଛନ୍ତି । ଏହା ବ୍ୟତିତ ସିଲିଣ୍ଡରକୁ ନେଇ ମଧ୍ୟ ବେଳେବେଳେ ସମସ୍ୟା ଦେଖାଯାଉଛି…

ହିଜାବ ବିରୋଧୀ ଆନ୍ଦୋଳନ ସମୟରେ ଗୁଳିମାଡ ; ୫ ମୃତ, ୧୦ ଆହତ

ନୂଆଦିଲ୍ଲୀ: ହିଜାବ ମାମଲାକୁ ନେଇ ଭାରତ ତଥା ଅନ୍ୟ ଦେଶରେ ବିଭିନ୍ନ ସମୟରେ ବିଦ୍ରୋହ ଦେଖିବାକୁ ମିଳିଥାଏ । ଏହାକୁ କିଛି ଲୋକ ସମର୍ଥନ କରୁଥିବା ବେଳେ କିଛି ଲୋକ ବିରୋଧ ମଧ୍ୟ କରୁଛନ୍ତି । ତେବେ ଏହାରି ମଧ୍ୟରେ…