ରାଜଧାନୀରେ ଫୁଟିଲା ଗୁଳି: ୬ ଜଣଙ୍କ ଉପରେ ଆକ୍ରମଣ କଲେ ଦୁର୍ବୃତ୍ତ

ଓଡିଶା ଭାସ୍କର: ଆମେରିକାରେ ଗୁଳିବାଜୀର ବିପଦ କମିବାର ନାଁ ନେଉନାହିଁ । ବର୍ତ୍ତମାନ ଦେଶର ରାଜଧାନୀ ୱାସିଙ୍ଗଟନ୍ ଡିସିରେ ଆଉ ଏକ ଆକ୍ରମଣ ମାମଲା ଦେଖିବାକୁ ମିଳିଛି । ଏହି ଫାୟାରିଙ୍ଗରେ ୬ ଜଣ ଲୋକ ଗୁରୁତର ଆହତ…

ଚଳିତ ମାସରେ ଆସିବ ନାକରେ ଦିଆଯାଉଥିବା କୋଭିଡ୍ ଭ୍ୟାକ୍ସିନ! ଭାରତ ବାୟୋଟୋକକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଚଳିତ ମାସରେ ଭାରତ ବାୟୋଟୋକକୁ ଏକ ନୂଆ ଭ୍ୟାକ୍ସିନ ପାଇଁ ମଞ୍ଜୁରୀ ମିଳିପାରେ । ନାକରେ ଦିଆଯାଉଥିବା (ନାଜାଲ) ଭ୍ୟାକ୍ସିନକୁ ଲାଇସେନ୍ସ ମିଳିବାର ସମ୍ଭାବନା ରହିଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ…

ଜବତ ହୋଇଥିବା ହାତୀ କଙ୍କାଳର ହେବ ଡିଏନଏ ଟେଷ୍ଟ, ଆମେରିକାରୁ ଆସିଲା କିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅନେକ ସମୟରେ ହାତୀ ମୃତ୍ୟୁକୁ ଅନେକ ବିବାଦ ଦେଖାଦେଇଛି । ଗୋଟିଏ ପଟେ ହାତୀକୁ ଗୁଳିକରି ଶିକାର କରାଯାଉଥିବାବେଳେ, ଅନ୍ୟପଟେ ହାତୀ କଙ୍କାଳ ମଧ୍ୟ ଉଦ୍ଧାର ହୋଇଛି । ଯାହାକୁ ନେଇ…

(Video) ବାଜୁଛି ଡିଜେ: ହେଲେ ଡ୍ୟାନ୍ସ ନୁହେଁ ବରଂ ଗୀତର ତାଳେ ତାଳେ ଲଢ଼େଇ ଲାଗୁଛନ୍ତି ଯୁବତୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୨ ଗୋଷ୍ଠୀର ଯୁବକମାନଙ୍କର ଗଣ୍ଡଗୋଳ ଭିଡିଓ ତ ଆପଣମାନେ ଦେଖିଥିବେ । କିନ୍ତୁ ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣ ମୁଣ୍ଡରେ ହାତ ଦେବେ । ବିଚ୍ ରାସ୍ତାରେ କିଛି…

ତ୍ରୁଟି ସଂଶୋଧନ କରିଲେ ମନ୍ତ୍ରୀ

ଭୁବନେଶ୍ୱର: ତ୍ରୁଟି ସଂଶୋଧନ କରିଲେ ମନ୍ତ୍ରୀ । କହିଲେ ଯାହା କହିଦେଇଛି ଭୁଲରେ କହିଦେଇଛି । ଦେଓମାଳି ଓଡିଶାର ଆଉ ଓଡିଶାର ହିଁ ରହିବ । ମୁଁ ଯେଉଁ ମନ୍ତବ୍ୟ ଦେଇଥିଲି ତାହାକୁ ଭୁଲ ଥିଲା ବୋଲି କହିଛନ୍ତି ପର୍ଯ୍ୟଟନ…

ITRକୁ ନେଇ ସରକାରଙ୍କ ବଡ଼ ନିର୍ଦ୍ଦେଶ: ଜାଣନ୍ତୁ ନୂଆ ଡେଡଲାଇନ୍

ନୂଆଦିଲ୍ଲୀ: ଆଇଟିଆର ଦାଖଲ କରିବାର ଶେଷ ତାରିଖ ୩୧ ଜୁଲାଇ ଥିବାବେଳେ ସରକାର ଏହାକୁ ଆଉ ଆଗକୁ ବଢ଼ାଇ ନାହାଁନ୍ତି । ଏହାର ଅର୍ଥ, ଯଦି ଆପଣ ନିଜ ଆଇଟିଆର ପୂରଣ କରିନାହାଁନ୍ତି, ତେବେ ଆପଣଙ୍କୁ ଏବେ ଜୋରିମାନା ସହ ଏହାକୁ…

କେରଳରେ ବୃଦ୍ଧି ପାଉଛି ମଙ୍କିଫକ୍ସ ମାମଲା…

କେରଳ : ଦେଶରେ ଗୋଟେ ପରେ ଗୋଟିଏ ମଙ୍କିପକ୍ସର ମାମଲା ବଢ଼ିବାରେ ଲାଗିଛି ଏହା ଭିତରେ କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତମାନ ୭ରେ…

କାଷ୍ଟିଙ୍ଗ କାଉଚ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ପପୁ ପମପମ

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମପମଙ୍କୁ କ୍ଲିନ ଚିଟ ।କାଷ୍ଟିଙ୍ଗ କାଉଚ ମାମଲାରେ ପପୁଙ୍କୁ ଆଶ୍ୱସ୍ଥି । ନିର୍ଦ୍ଦୋଷରେ ଖଲାସ ହେଲେ ଅଲିଉଡ ଷ୍ଟାର ପପୁ ପମପମ । ସ୍ୱତନ୍ତ୍ର ଫାଷ୍ଟଟ୍ରା କୋର୍ଟରେ ପପଙ୍କୁ ନିର୍ଦୋଷ…

ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ମୋବାଇଲ୍ ସେବା

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଦେଶରେ ୫ଜି ମୋବାଇଲ୍ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୫ଜି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ଆଜି ଶେଷ…

(Video) ରସିକିଆ କଲେଜ ଅଧ୍ୟାପକ: ପ୍ରଥମେ ପ୍ରେମ ନିବେଦନ, ପରେ ଭୟ ଦେଖାଇ ଶାରୀରିକ ସମ୍ପର୍କ ରଖିବାକୁ ଛାତ୍ରୀଙ୍କୁ କରିଥିଲା ବାଧ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି କିଛି କଳୁଷିତ ଲୋକଙ୍କ ଯୋଗୁଁ ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଲଜ୍ଜାଜନକ ଘଟଣା, ଯେଉଁଠାରେ ଜଣେ ଅଧ୍ୟାପକ ଭୟ…