ଅଗଷ୍ଟ ୧୩-୧୫ ମଧ୍ୟରେ ଘରେ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜୁଲାଇ ୨୦୨୨ ଶୁକ୍ରବାର ଦିନ ଅଗଷ୍ଟ ୧୩-୧୫ ମଧ୍ୟରେ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କିମ୍ବା ପ୍ରଦର୍ଶନ କରି 'ହର ଘର ତିରଙ୍ଗା' ଆନ୍ଦୋଳନକୁ ମଜବୁତ କରିବାକୁ ଲୋକଙ୍କୁ…

ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ସେବା ବନ୍ଦ, ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଲେ ଯାତ୍ରୀ

କୋଣାର୍କ: କୋଣାର୍କ-ଭୂବନେଶ୍ୱର ରୁଟ୍‌ରେ ଚାଲୁଥିବା 'ମୋ ବସ୍‌' ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ । ନିମପାଡା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ଆସୋସିଏସନ ଏହି ଅଞ୍ଚଳରେ ମୋ ବସ୍ ସେବାକୁ ବିରୋଧ କରିବା ପରେ…

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ: ୯୨.୭୧ % ପାସ୍

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ରେଜଲ୍ଟ ଆଜି ପ୍ରକାଶ ପାଇଛି । ମୋଟ୍ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି । ୯୪.୫୪% ଛାତ୍ରୀ ପାସ୍ ହୋଇଥିବା ବେଳେ ୯୧.୨୫% ଛାତ୍ରୀ ପାସ୍ ହୋଇଛନ୍ତି । ଛାତ୍ରଛାତ୍ରୀମାନେ…

ଐତିହାସିକ ସଫଳତା: ଦୁନିଆରୁ ମ୍ୟାଲେରିଆକୁ ‘ଅଲବିଦା’ କହିବାର ସମୟ ଆସିଗଲା, ବିକଶିତ ହେଲା ଟିକା

ନୂଆଦିଲ୍ଲୀ: ଏଣିକି ମ୍ୟାଲେରିଆରୁ ମିଳିବ ମୁକ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ଡବ୍ଲୁଏଚଓ ଦୁନିଆରେ ପ୍ରଥମଥର ପ୍ରସ୍ତୁତ ହୋଇଥିବା ମ୍ୟାଲେରିଆ ବିରୋଧୀ ଟିକାକୁ ୩ ଆଫ୍ରିକୀୟ ଦେଶରେ ଲଗାଇବାକୁ ଘୋଷଣା କରିଛି ।…

ମୋଦୀ ସରକାରଙ୍କ ଏହି ଯୋଜନାରେ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା, ଏପର୍ଯ୍ୟନ୍ତ ୪ କୋଟି ଲୋକ ପଞ୍ଜୀକୃତ କଲେଣି

ନୂଆଦିଲ୍ଲୀ: ସାଧାରଣ ଲୋକମାନଙ୍କୁ ସୁବିଧା ସୁଯୋଗ ଦେବା ଲାଗି କେନ୍ଦ୍ର ସରକାର ଅନେକ ପ୍ରକାର ଯୋଜନା ଚଳାଇଛନ୍ତି। ଏହାରି ମଧ୍ୟରୁ ମୋଦି ସରକାରଙ୍କ ଏପରି ଏକ ଯୋଜନା ରହିଛି ଯାହା ଦ୍ୱାରା ପ୍ରତ୍ୟେକ ମାସରେ ଲୋକମାନେ ୫…

ରାଜ୍ୟରୁ ୧୧୭୮ କରୋନା ପଜିଟିଭ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…

କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ: ଏବେ ‘ଶିଗେଲା’ ଭାଇରସ୍ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ସୃଷ୍ଟି କରିଥିବା ହଇଜାକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । କାଶୀପୁରରେ ରୂପ ବଦଳାଉଛି କଲେରା ଜୀବାଣୁ । ସେଠାରେ ଚିହ୍ନଟ ହୋଇଛି ନୂଆ ଜୀବାଣୁ ।…

‘ଓଡ଼ିଶା ଭାସ୍କର’ର ମହାପ୍ରଭାବ: ୪୮ଘଣ୍ଟା ମଧ୍ୟରେ ରାସ୍ତା କାମ ଆରମ୍ଭ

ନିଆଳି,(ଭାସ୍କର ନ୍ୟୁଜ୍‌) : ଦେବୀକନ୍ଦଳ ଦୀପାଞ୍ଚଳ ବୋତାଖାଲ କୁଣ୍ଡିମୁହଁ ରାସ୍ତା ଧସି ଯାଇଥିଲା । ୪ଚକିଆ ଭାରିଯାନ ଯାତାୟତ ନିମନ୍ତେ ବନ୍ଦ ହୋଇଯାଇଥିବା ବେଳେ ଉଡ଼ିଶା ଭାସ୍କର ଖବର କାଗଜରେ ଉକ୍ତ ଘଟଣା ପ୍ରକାଶ…

ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ଶପଥ ନେବେ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୋଗ ଦେବାକୁ…

ପେଟ୍ରୋଲ ଏବଂ ଡିଜେଲ ଉପରେ ଆଜି ମଧ୍ୟ ଜାରି ରହିଛି ରିହାତି, ଜାଣନ୍ତୁ ଆପଣଙ୍କ ସହରରେ ତେଲ ଦର କେତେ?

ଭୁବନେଶ୍ୱର: ଦୁଇ ମାସ ବିତିଗଲାଣି କିନ୍ତୁ ପେଟ୍ରୋଲ-ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ। ଏହି ମଧ୍ୟରେ ମଧ୍ୟରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ପରିବର୍ତ୍ତନ ହେଉଥିବା ଦେଖାଯାଉଛି। କିଛି ଦିନ ପୂର୍ବରୁ…