ପାତାଳ ମୁହାଁ ଟଙ୍କା: ପ୍ରଥମ ଥର ପାଇଁ ଡଲାର ତୁଳନାରେ ରେକର୍ଡ ୮୦.୦୫ ଛୁଇଁଲା, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ମୁମ୍ବାଇ: ଡଲାର ତୂଳନାରେ ସର୍ବକାଳିନ ନିମ୍ନ ସ୍ତରରେ ପହଞ୍ଚିଲା ଭାରତୀୟ ଟଙ୍କା। ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଗୋଟିଏ ଡଲାର ତୁଳନାରେ ୮୦ ଟଙ୍କାରେ ପହଞ୍ଚିଛି। ଡଲାର ତୁଳନାରେ ୮୦ରେ ପହଞ୍ଚିଥିଲା ବେଳେ ବର୍ତ୍ତମାନ…

ପୁଣି ବଢ଼ୁଛି କରୋନା ସଂକ୍ରମଣ: ଓଡ଼ିଶାରେ ଆଜି ୯୪୫ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତକାଲି ଅପେକ୍ଷା ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…

ଆଜି ପୃଥିବୀ ସହ ଧକ୍କା ହେବ ସୌରଝଡ଼: ସାରା ବିଶ୍ୱରେ ଆତଙ୍କ

ନୂଆଦିଲ୍ଲୀ: ଆଜି ପୃଥିବୀ ସହ ଧକ୍କା ହୋଇପାରେ ସୌର ଝଡ଼ । ଜଣେ ସ୍ପେସ ସାଇଣ୍ଟିଷ୍ଟ୍ ଓ ଭୌତିକ ବିଜ୍ଞାନୀ ଏହି ଦାବି କରିଛନ୍ତି । ସୌର ଝଡ଼ରେ ସୂର୍ଯ୍ୟ ପୃଷ୍ଠରେ ବଡ଼ ବିସ୍ଫୋରଣ ହୋଇଥାଏ, ଯେଉଁଥିରେ ଶେଷରେ…

ବାଲେଶ୍ୱର: ଜାତୀୟ ରାଜପଥରେ ଓଲଟିଲା ମଦ ବୋଝେଇ ପିକଅପ୍, ଆହାତଙ୍କୁ ଉଦ୍ଧାର ପରିବର୍ତ୍ତେ ମଦ ବୋହି ନେଲେ ଲୋକେ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଛପୋଲିଆ ନିକଟରେ ଓଲଟିଲା ମଦ ବୋଝେଇ ପିକଅପ୍, ଆହାତଙ୍କୁ ଉଦ୍ଧାର ପରିବର୍ତେ ମଦ ବୋହି ନେଲେ ଲୋକେ। ମଦ ବୋଝେଇ ପିକଅପ୍ ଟି ବାଲେଶ୍ବର ରୁ ଜାମୁଝାଡିରେ ଥିବା ମଦ…

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ ସଫଳତା, ଏମ୍‌ସରେ ଅଗଷ୍ଟରୁ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ବରରେ ବହୁ ପ୍ରତୀକ୍ଷିତ ବୃକ୍‌କ ପ୍ରତିରୋପଣ (ରେନାଲ୍ ଟ୍ରାନ୍ସପ୍ଳାଣ୍ଟ ) ସର୍ଜରି ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଏମ୍ସ ଭୁବନେଶ୍ବରର ନିର୍ଦ୍ଦେଶକ ପ୍ରଫେସର ଡା. ମୁକେଶ ତ୍ରିପାଠୀ…

ପାଚେରି ଡେଇଁ ୨ ବିଚାରଧୀନ କଏଦୀ ଫେରାର

ପାଲଲହଡ଼ା(ଓଡ଼ିଶା ଭାସ୍କର): ପାଲଲହଡ଼ା ଉପକାରଗାରରୁ ୨ ବିଚାରଧୀନ କଏଦୀ ଫେରାର ହୋଇଥିବା ସୂଚନା ମିଳିଛି । ଅରେନ ନାଏକ ଓ ବସନ୍ତ ମହାକୁଡ଼ ପାଚେରି ଡେଇଁ ଫେରାର ହୋଇଛନ୍ତି । ଫେରାର ୨ କଏଦୀଙ୍କୁ ଧରିବା ପାଇଁ ପୋଲିସର…

୩୦ ମିନିଟରେ ‘ବାହୁବଳୀ’ ଥାଳି ଖାଇ ସଫା କରିଦେଲେ ମିଳିବ ଏକ ଲକ୍ଷ ଟଙ୍କା, ବର୍ତ୍ତମାନ ସୁଦ୍ଧା ଚ୍ୟାଲେଞ୍ଜ ଜିତିଛନ୍ତି ୨ ଜଣ ଭାଗ୍ୟଶାଳୀ…

ହାଇଦ୍ରାବାଦ: ଆପଣ ପେଟପୁରା ଖାଇବେ ଆଉ ଥାଳି ସଫା କରିଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ପାଇବେ । କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଛି କି ? କିନ୍ତୁ ଏକଥା ସତ । ହାଇଦ୍ରାବାଦର ଏକ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ‘ବାହୁବଳୀ…

ଲାଗୁ ହେଲା ଜିଏସଟିର ବର୍ଦ୍ଧିତ ହାର: ବଡ କମ୍ପାନୀ ଉପକୃତ ହେବେ, ଗରିବ ମଧ୍ୟବିତ୍ତ ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ମେରୁଦଣ୍ଡ ଭାଙ୍ଗିବ!

ନୂଆଦିଲ୍ଲୀ: ଜିଏସଟିର ନୂତନ ବର୍ଦ୍ଧିତ ହାର ଘୋଷଣା ପରେ ବିରୋଧୀ ଦଳଙ୍କ ପରି ବ୍ୟବସାୟୀମାନେ ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା କେବଳ ବଡ କମ୍ପାନୀ ଉପକୃତ ହେବେ, ଗରିବ ମଧ୍ୟବିତ୍ତ ଗ୍ରାହକ…

ରହସ୍ୟମୟ ପଥର, ଆକାରରେ କରୁଛନ୍ତି ପରିବର୍ତ୍ତନ: ଅନୁସନ୍ଧାନ ଜାରି ରଖିଛନ୍ତି ଭୂତତ୍ତ୍ୱବିତ୍‌

ନୂଆଦିଲ୍ଲୀ: ସମସ୍ତଙ୍କଠାରେ ପରିବର୍ତ୍ତନ ଦେଖାଯାଇଥାଏ । ମାତ୍ର କୌଣସି ବଡ଼ ପଦାର୍ଥର ପରିବର୍ତ୍ତନ ଅଳ୍ପ ଦେଖିବାକୁ ମିଳିଥାଏ । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରୋମାନିଆର ସେଲାନୀ ଗ୍ରାମରେ । ଏଠାରେ…

ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର, ଏବେ ଏହି ସୁବିଧା ରାସନ ଡିଲରଙ୍କ ନିକଟରେ ଉପଲବ୍ଧ ହେବ

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ କେନ୍ଦ୍ର ସରକାର ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ରାସନ କାର୍ଡଧାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଆଉ ଏକ ଘୋଷଣା କରିଛନ୍ତି। ଏହି ଘୋଷଣା…