ଚିଲିକାରେ ପୁଣି ଫସିଲା ଭସାପୋଲ: ବିପଦରେ ଶତାଧିକ ଯାତ୍ରୀଙ୍କ ଜୀବନ, ରେସକ୍ୟୁ ଅପରେସନ୍ ଜାରି (Video)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିଲିକାରେ ପୁଣି ଫସିଲା ଭସାପୋଲ । ଏହାଫଳରେ ଶତାଧିକ ଯାତ୍ରୀ ଜଳ ମଧ୍ୟରେ ଫସି ରହିଛନ୍ତି । ଉକ୍ତ ଭସାପୋଲରେ ଅନେକ ଯାତ୍ରୀଙ୍କ ବ୍ୟତୀତ ୧୫ଟି ବାଇକ୍, ୪ଟି ଚାରିଚକିଆ ଯାନ ରହିଛି । ତେବେ…

ମମିତା ହତ୍ୟା ମାମଲାରେ ଗୋବିନ୍ଦକୁ ଜାମିନ: ଏହି ସର୍ତ୍ତ ରଖି ନିଷ୍ପତ୍ତି ଶୁଣାଇଲେ ଏଡିଜେ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ନେଇ ଆସିଛି ଆଉ ଏକ ଖବର । ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କଲେ ହାଇକୋର୍ଟ । ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ…

UGC NET Exam-2022: ସ୍ଥଗିତ ହେଲା ଦୁଇଟି ବିଷୟର ପରୀକ୍ଷା

ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ) ପରୀକ୍ଷା-୨୦୨୨ । ତେବେ ଦୁଇଟି ବିଷୟ ପାଇଁ ୟୁଜିସିନେଟ୍ ପରୀକ୍ଷା ସ୍ଥଗିତ ହୋଇଛି । ଆସନ୍ତାକାଲି ତେଲୁଗୁ ଓ ମରାଠୀ…

ଭାରତୀୟ ସେନା ଖୁବ ନିକଟରେ ଉଡିଲା ଚୀନ ବିମାନ: କ’ଣ ଡ୍ରାଗନର ଲକ୍ଷ୍ୟ?

ନୂଆଦିଲ୍ଲୀ: ପୁଣି ଥରେ ଚୀନ ଲଙ୍ଘିଛି ଭାରତୀୟ ଏୟାର ବେସ । ଭାରତୀୟ ସେନାଙ୍କ ଖୁବ ନିକଟରେ ଅତିକ୍ରମ କରିଛି ଚୀନ ବାୟୁସେନାର ଏକ ବିମାନ । ପୂର୍ବ ଲଦାଖର ଆକାଶରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ଏହି ଘଟଣା ପରେ…

ବାଦୁଡିରୁ ବ୍ୟାପୁଛି ନୂଆ ଭାଇରସ: କରୋନା ଆତଙ୍କ ମଝିରେ ଭୂତାଣୁକୁ ନେଇ WHOର ଚେତାବନୀ

ନୂଆଦିଲ୍ଲୀ: କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆଉ ଏକ ନୂଆ ଭାଇରସ ମୁଣ୍ଡ ଟେକିଛି । ଯାହାକୁ ନେଇ ପୁଣି ଥରେ ଚିନ୍ତାରେ ପଡି ଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଆଉ ଏକ ସଂକ୍ରାମକ…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ବିଜୁବାବୁଙ୍କ ପ୍ରିୟ ବିମାନ ଡାକୋଟା ଓଡ଼ିଶା ଫେରିବ, ଟେଣ୍ଡର ଆହ୍ୱାନ କଲା ପରିବହନ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଓଡ଼ିଶାକୁ ଫେରିବ । ଦୀର୍ଘ ବର୍ଷ ଧରି ଡାକୋଟା କୋଲକତାରେ ରହିଥିଲା । ଡାକୋଟା ଫେରିବା ନେଇ ପୂର୍ବରୁ…

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଖେଳିପାରନ୍ତି ବିରାଟ ଏବଂ ରୋହିତ: ଦିନିକିଆରୁ ପଡିବେ ବାଦ

ନୂଆଦିଲ୍ଲୀ: ଇଂଲଣ୍ଡ ପରେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବ ଟିମ ଇଣ୍ଡିଆ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ଏବଂ ଟି-୨୦ ସିରିଜ ଖେଳିବ । ତେବେ ଏହି ଗସ୍ତ ପୂର୍ବରୁ ବିସିସିଆଇ ଦିନିକିଆ ଦଳ ଘୋଷଣା କରି ସାରିଛି ।…

ଧୁମ ଷ୍ଟାଇଲରେ କରୁଥିଲା ଚୋରୀ: ଧରା ପଡିଲା ପୋଲିସକୁ ଚାଲେଞ୍ଜ ଦେଉଥିବା ଷ୍ଟାଇଲିସ ଚୋର

ନବରଙ୍ଗପୁର: ଚୋରି କରିବାର ଥିଲା ନୂଆ ଅନ୍ଦାଜ । ଚୋର ମୁଣ୍ଡରେ ଘାରିଥିଲା ‘ଧୁମ’ର ନିଶା । ଜିନିଷ ଚୋରାଇବା ପରେ ଘଟଣାସ୍ଥଳରେ ଲେଖି ଦେଇଥିଲା ‘ଧୁମ-୪’ । ବଲିଉଡ ସିନେମା ଧୁମ ସିରିଜର ଚୋର ଷ୍ଟାଇଲରେ ଚୋରି କରିବା…

ତାମିଲ ଅଭିନେତା ବିକ୍ରମଙ୍କୁ ହାର୍ଟ ଆଟାକ୍, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଖବର ଆସିଛି । ହାର୍ଟ ଆଟାକର ଶିକାର ହୋଇଛନ୍ତି ତାମିଲ୍ ଅଭିନେତା ବିକ୍ରମ । ତେଣୁ ବିକ୍ରମଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୬ ବର୍ଷୀୟ ଅଭିନେତା…

୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ: ମାନସ ହତ୍ୟା ମାମଲାରେ ପୁଣି ତେଜିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଉଠିଛି ମାନସ ହତ୍ୟା ମାମଲା । ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମ।।ନସ ସ୍ୱାଇଁ ହତ୍ୟା ଘଟଣାରେ ଆସିଛି ଆଉ ଏକ ନୂଆ ମୋଡ । ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଏବଂ ନିରଞ୍ଜନ…