‘ମୁଁ ସ୍କୁଲ ଯାଉଛି’: ଏହାକୁ ଅନୁବାଦ କରିପାରିଲେ ନାହିଁ ହେଡମାଷ୍ଟର, ଏହାପରେ SDO କ’ଣ କଲେ, ଦେଖନ୍ତୁ Video
ନୂଆଦିଲ୍ଲୀ: ‘ମୁଁ ବିଦ୍ୟାଳୟ ଯାଉଛି’ର ଇଂରାଜୀ ଅନୁବାଦ କରିପାରିଲେ ନାହିଁ ଜଣେ ହେଡମାଷ୍ଟର । ଫଳରେ ଉକ୍ତ ହେଡମାଷ୍ଟରଙ୍କୁ ଏସଡିଓଙ୍କ ସାମ୍ନାରେ ଲାଜରେ ମୁଣ୍ଡ ନୁଅାଁଇବାକୁ ପଡ଼ିଛି । ବିହାରର ମୋତିହାରୀ ଜିଲ୍ଲାର ଏକ…