ITBP ଯବାନଙ୍କ ସହ ଭଲିବଲ ଖେଳିବା ପାଇଁ ପହଞ୍ଚିଲେ ଖିଲାଡି ଷ୍ଟାର ଅକ୍ଷୟ କୁମାର: ଫିଲ୍ମର ଚାଲିଥିଲା ଶୁଟିଙ୍ଗ
ନୂଆଦିଲ୍ଲୀ: ଦୁଇ ଦୁଇଟି ନୂଆ ସିନେମାକୁ ନେଇ ଏବେ ଚର୍ଚ୍ଚାରେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ଗୋଟିଏ ପଟେ ବଚ୍ଚନ ପାଣ୍ଡେ ରିଲିଜ ଅପେକ୍ଷାରେ ରହିଥିବା ବେଳେ ମସୁରୀରେ ଆଉ ଏକ ଫିଲ୍ମର ଶୁଟିଙ୍ଗ ମଧ୍ୟ ଜୋରଦାର…