fbpx
BSKY
BJD SHG SKY
BJD MC SKY

ସାଙ୍ଘାତିକ ଅବସ୍ଥାରେ କରୋନା: ଏବେ ଯୁବକ, ସୁସ୍ଥ ଓ ଫିଟ୍ ଲୋକେ ମରୁଛନ୍ତି

କରୋନା ଭାଇରସ୍ ଯୋଗୁଁ ଆମେରିକାରେ ୩୧୦୦ରୁ ଅଧିକ ଓ ବ୍ରିଟେନରୁ ୧୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏହି ଦେଶରେ କରୋନା ତୀବ୍ର ଭାବେ ବ୍ୟାପିବାରେ ଲାଗିଛି । ଏହା ସହ ଇଟାଲୀ ଓ ସ୍ପେନରେ କରୋନା ଦ୍ୱାରା ଖରାପ…

ରାଜ୍ୟ ବାହାରେ ଫସି ରହିଛନ୍ତି ଦେଢ଼ ଲକ୍ଷ ଓଡ଼ିଆ

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ହୋଇଥିବା ଲକ୍ ଡାଉନ ପାଇଁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ସ୍ଥିତି ନେଇ ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ…

ଦେଶରେ କରୋନା ଆକ୍ରାନ୍ତ ୧୨୫୧, ୪୦ମୃତ

ନୂଆଦିଲ୍ଲୀ, ୩୧ା୩: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୧ ଥିବା ବେଳେ ୪୦ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହାସହ…

ଜୁନ୍ ୩୦ଯାଏଁ ଗାଡ଼ି ପରମିଟ୍, ଡିଏଲ୍ ନବୀକରଣ ଅବଧି ବୃଦ୍ଧି

ଭୁବନେଶ୍ୱର, ୩୧ା୩(ଓଡ଼ିଶା ଭାସ୍କର): କରୋନା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଫେବୃଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ଏବେ ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁନ୍ ଯାଏଁ ବୈଧ…

କରୋନା ସତର୍କତା,ସାରା ଦେଶ ପାଇଁ ଉଦାହରଣ ସୃଷ୍ଟି କଲେ କଳାହାଣ୍ଡିର ୧୨ ଯୁବକ

କଳାହାଣ୍ଡି, ୩୧ା୩(ଓଡ଼ିଶା ଭାସ୍କର): କେରଳରେ କରୋନା ତାଣ୍ଡବ ।ଏଭଳି ଅବସ୍ଥାରେ ରୋଜଗାର ପାଇଁ କେରଳ ଯାଇଥିବା କଳହାଣ୍ଡିର ୧୨ ଯୁବକ ଗାଁକୁ ଫେରି ଆସିଛନ୍ତି । କିନ୍ତୁ ସେମାନେ ଗାଁକୁ ଫେରିବା ପରେ ସରକାରୀ ତାଲିକାରେ…

ବଢିଲା କୃଷିଋଣ ପରିଶୋଧର ଅବଧି

ନୂଆଦିଲ୍ଲୀ,୩୦ ।୩: ସ୍ୱଳ୍ପକାଳୀନ କୃଷିଋଣ ପରିଶୋଧର ଅବଧି ମେ ୩୧ ଯାଏଁ ବୃଦ୍ଧି ପାଇଛି । ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା କାରଣରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ପରିଶୋଧର ବିଳମ୍ବ…

ଅବଧି ବଢାଇଲା ବିଏସଏନଏଲ

ଲକ୍ ଡାଉନରେ ଗ୍ରାହକଙ୍କୁ ସହଯୋଗର ହାତ ବଢାଇଛି ବିଏସଏନଏଲ । ଏଣିକି ମାର୍ଚ୍ଚ ୨୨ ପରେ ସିମ୍ ବୈଧତା ସରିଥିଲେ ମଧ୍ୟ ଫୋନ୍ କଲ ଆସିପାରିବ । ଏଥିପାଇଁ ବିଏସଏନଏଲ ଗ୍ରାହକଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଏପ୍ରିଲ…

୧୦% ଲୋକ ଏବେ ବି ଅମାନିଆ,୧୪୦୦ ଗିରଫ :ଡିଜି

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର): ଲକ୍-ଡାଉନକୁ ଦାୟିତ୍ୱର ସହ ପାଳନ କରିବାକୁ ସରକାର ଆହ୍ୱାନ ଦେଇଥିବା ବେଳେ ୧୦% ଲୋକ ଏଯାଏଁ ଘଟଣାର ଗୁରୁତ୍ୱକୁ ବୁଝୁନାହାନ୍ତି । କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୬୧ ଜଣଙ୍କ…

ଦେଶରେ କରୋନାରେ ଅପରାହ୍ନ ୩ଟା ସୁଦ୍ଧା ୧୦୭୧ଜଣ ଆକ୍ରାନ୍ତ ଓ ୨୯ଜଣ ମୃତ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୩୦ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ନେଇ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟ ବାହାରେ ଓଡ଼ିଆ ଅଟକ ପଡ଼ିଛନ୍ତି ।…

କରୋନା ଭୟ: ୨୦ ମହିଳାଙ୍କୁ ସାଥିରେ ନେଇ ଜର୍ମାନୀ ଫେରାର ହୋଇଗଲେ ଥାଇଲ୍ୟାଣ୍ଡର ରାଜା

କରୋନା ଭାଇରସ୍ ଭୟରେ ଥାଇଲ୍ୟାଣ୍ଡର ରାଜା ମହା ଭାଜିରାଲୋଙ୍ଗକୋର୍ନ ନିଜ ଲୋକଙ୍କୁ ଛାଡି ଦକ୍ଷିଣ ଜର୍ମାନୀ ପଳାଇଛନ୍ତି । ରାଜା ଦକ୍ଷିଣ ଜର୍ମାନୀରେ ଏକ ଗ୍ରାଣ୍ଡ ହୋଟେଲ ବୁକ୍ କରିଛନ୍ତି, ଯେଉଁଠାରେ ତାଙ୍କ ସହ ୨୦ ମହିଳା…