fbpx

ଅବଧି ବଢାଇଲା ବିଏସଏନଏଲ

ଲକ୍ ଡାଉନରେ ଗ୍ରାହକଙ୍କୁ ସହଯୋଗର ହାତ ବଢାଇଛି ବିଏସଏନଏଲ । ଏଣିକି ମାର୍ଚ୍ଚ ୨୨ ପରେ ସିମ୍ ବୈଧତା ସରିଥିଲେ ମଧ୍ୟ ଫୋନ୍ କଲ ଆସିପାରିବ । ଏଥିପାଇଁ ବିଏସଏନଏଲ ଗ୍ରାହକଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ । ଏପ୍ରିଲ ୨୦ ଯାଏଁ ସିମ୍ ବୈଧତା ଅବଧିକୁ ବଢାଇଛି ବିଏସଏନଏଲ । ଜିରୋ ବାଲାନ୍ସ ଥିବା ସମସ୍ତ ଗ୍ରାହକଙ୍କୁ ମିଳିବ ୧୦ ଟଙ୍କାର ଟକ୍ ଟାଇମ୍ ।

Get real time updates directly on you device, subscribe now.