ପ୍ରିକସନ୍ ଡୋଜ୍ ପାଇଁ ଦରକାର ନାହିଁ ରେଜିଷ୍ଟ୍ରେସନ୍, ଜାଣନ୍ତୁ କିପରି ମିଳିବ ଟିକା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୫ ତାରିଖ ଦିନ ୧୫-୧୮ ବର୍ଷର ପିଲାଙ୍କୁ ଟିକା ଓ ୬୦ ବର୍ଷରୁ ଅଧିକ ବର୍ଗର ଲୋକଙ୍କ ପାଇଁ ପ୍ରିକସନ୍ ଡୋଜ୍ ଦିଆଯିବା ନେଇ ଘୋଷଣା କରିଥିଲେ । ଏହା ଅଧୀନରେ…