ଶୁଭମଙ୍କ ଖବର ଶୁଣି ବିଦ୍ୟାଶ୍ରୀ ଦୁଃଖିତ: କିଡନୀ ଦାନ କରିବାକୁ ପହଞ୍ଚିଲେ ହସ୍ପିଟାଲ, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଥରେ ଚର୍ଚ୍ଚାରେ ବିଦ୍ୟାଶ୍ରୀ । ଜଣଙ୍କ ଜୀବନ ବଞ୍ଚାଇବାକୁ ନିଜର କିଡନୀ ଦାନ କରିବାକୁ ଚାହୁଁଛନ୍ତି ବୋଲି ସେ ଖୋଦ୍ ମିଡିଆ ସାମ୍ନାରେ ବୟାନ ଦେଇଛନ୍ତି । ତେବେ ଗତ କିଛିଦିନ ତଳେ…