କେନ୍ଦ୍ର ସରକାରଙ୍କ ଖାସ୍ ଯୋଜନା; ସମୟ ପୂର୍ବରୁ ଲୋନ୍ ଶୁଝିଲେ ମିଳିବ ସବସିଡିର ଫାଇଦା, ଜାଣନ୍ତୁ କେତେ ପ୍ରତିଶତ
ନୂଆଦିଲ୍ଲୀ: କରୋନା ଯୋଗୁଁ ଆର୍ଥିକ ପରିସ୍ଥିତିରେ ଅଧିକ ପ୍ରଭାବ ପଡିଛି । କରୋନା କାଳରେ ରାସ୍ତାଘାଟ ବିକ୍ରେତାଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (PM SVANidhi) ଯୋଜନା…