Breaking News ଅନ୍ତରୀକ୍ଷରେ ହୋଟେଲ କରିବ ନାସା, କଣ ଲୋକଙ୍କୁ ମିଳିବ ଏଣ୍ଟ୍ରି ? Odisha Bhaskar Bureau Dec 4, 2019 ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେସନ ବା ନାସା ଅନ୍ତରୀକ୍ଷରେ ଏକ ହୋଟେଲ ଖୋଲିବାକୁ ଯାଉଛି । କିନ୍ତୁ ଦୁଃଖର କଥା କି, ଏହି ହୋଟେଲ ମଣିଷଙ୍କ ପାଇଁ ନୁହେଁ ବରଂ ରୋବୋଟମାନଙ୍କ ପାଇଁ ପ୍ରସ୍ତୁତ…
Breaking News ସୁଦାନ କାରଖାନା ବିସ୍ଫୋରଣରେ ୧୮ ଭାରତୀୟ ମୃତ Odisha Bhaskar Bureau Dec 4, 2019 ଖାର୍ତୁମ୍,୪ ।୧୨: ସୁଦାନ ରାଜଧାନୀ ଖାର୍ତୁମର ଚାଇନା ମାଟି କାରଖାନାରେ ଗତକାଲି ବଡ ଧରଣର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୧୮ ଭାରତୀୟ ପ୍ରାଣ ହରାଇଥିବା ଜଣାପଡିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି…
Breaking News ଭୁଲ୍ ଇନଜେକ୍ସନ ଦେଇ ଡାକ୍ତର ନିଲମ୍ବିତ Odisha Bhaskar Bureau Dec 4, 2019 ପାଟଣାଗଡ,୪ ।୧୨(ଓଡିଶା ଭାସ୍କର): ନିରାମୟ ଯୋଜନା ଉଲ୍ଲଂଘନ ନେଇ ସରକାରଙ୍କ ଜିରୋ ଟଲରାନ୍ସ । ଏନେଇ ପାଟଣାଗଡ଼ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଆଜି ନିଲମ୍ବିତ କରାଯାଇଛି । ଏହା ସହ ପାଟଣାଗଡ଼…
Breaking News ନେତାଙ୍କ ବଡ ବୟାନ: ମିଶିବ କି ‘କାଳିଆ’ ଓ ‘ପିଏମ୍ କିଷାନ’ ଯୋଜନା ! Odisha Bhaskar Bureau Dec 4, 2019 ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଓ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ନିଜର ପ୍ରତିକ୍ରିୟା…
Breaking News ଦ୍ୱୈତନଗରୀରେ ୨୦୦ଟି ରଙ୍ଗ-ରୁଟ୍ ପଏଣ୍ଟ ଚିହ୍ନଟ Odisha Bhaskar Bureau Dec 4, 2019 ଭୁବନେଶ୍ୱର,୪ ।୧୨(ଓଡିଶା ଭାସ୍କର): ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ୨୦୦ଟି ରଙ୍ଗରୁଟ୍ ପଏଣ୍ଟ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୬୦ଟି ରଙ୍ଗରୁଟ ପଏଣ୍ଟ ସମ୍ବେଦନଶୀଳ ହୋଇ ପଡିଛି । ସମ୍ବେଦନଶୀଳ ସ୍ଥାନରେ ହୋଡିଂ…
Breaking News ୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଉଦ୍ଧାର Odisha Bhaskar Bureau Dec 4, 2019 କର୍ଣ୍ଣାଟକ, ୪ା୧୨: କର୍ଣ୍ଣାଟକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ନିର୍ଯାତିତ ହେଉଥିବା ୪୫ଜଣ ଓଡ଼ିଆ ଦାଦନ ଶ୍ରମିକ ଆଜି ଉଦ୍ଧାର ହୋଇଛନ୍ତି । ସେହି ୪୫ଜଣ ଶ୍ରମିକଙ୍କୁ ସାନଖେମୁଣ୍ଡିର ଠିକାଦାର ଅଜୟ…
Breaking News ସଂସଦରେ ତର୍କବିତର୍କ ଚାଲିଥିବା ବେଳେ ପ୍ରେମିକାକୁ ଅର୍ଥମନ୍ତ୍ରୀ କହିଲେ- ‘ବିବାହ କରିବ?’ Odisha Bhaskar Bureau Dec 4, 2019 ଆମ ସଂସଦ ଭବନରେ ତର୍କବିତର୍କ ଚାଲିଥିବା ବେଳେ ଅଧିକାଂଶ ସାଂସଦ ଶୋଇବାକୁ ଭଲ ପାଆନ୍ତି ତ କେତେକ ମୋବାଇଲରେ ଖେଳନ୍ତି । କିନ୍ତୁ ଇଟାଲି ସଂସଦରେ ଜଣେ ସାଂସଦ ଓ ଅର୍ଥମନ୍ତ୍ରୀ କିଛି ଏପରି କଲେ, ଯାହାକୁ ଶୁଣି ଆପଣ…
Breaking News ଲୋକସେବା ଭବନରେ ତିନି MOU ସ୍ୱାକ୍ଷରିତ Odisha Bhaskar Bureau Dec 4, 2019 ଭୁବନେଶ୍ୱର, ୪ା୧୨(ଓଡ଼ିଶା ଭାସ୍କର): ମିସନ ସୁବିଦ୍ୟାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଲୋକସେବା ଭବନରେ ଶୁଭାରମ୍ଭ କରାଯାଇଛି । ଏହାସହ ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କ ସୁବିଧା…
Breaking News ଫ୍ରି ୱାଇ-ଫାଇ ଯୋଜନାର ଘୋଷଣା କଲେ କେଜରିୱାଲ, ପ୍ରତି ମାସରେ ମିଳିବ ୧୫ ଜିବି ଡାଟା ମାଗଣା Odisha Bhaskar Bureau Dec 4, 2019 ନୂଆଦିଲ୍ଲୀ,୪ ।୧୨: ରାଜଧାନୀ ଦିଲ୍ଲୀର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବଡ ଘୋଷଣା କରିଛନ୍ତି । ଆଜି ଫ୍ରି ୱାଇ-ଫାଇର ଘୋଷଣା କରିଛନ୍ତି କେଜରିୱାଲ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ବସ୍…
Breaking News ନାଗରିକତ୍ୱ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ Odisha Bhaskar Bureau Dec 4, 2019 ନୂଆଦିଲ୍ଲୀ, ୪ା୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ନାଗରିକତ୍ୱ ସଂଶୋଧନ ବିଲକୁ ମଞ୍ଜୁରି ଦିଆଯାଇଛି । ଆଗାମୀ ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବ । ନାଗରିକତ୍ୱ ଆଇନ ୧୯୫୫ରେ ସଂଶୋଧନ ପାଇଁ ବିଲରେ ପ୍ରସ୍ତାବ…