ଗାଁରେ ପଶିଲା ହୀରାକୁଦ ପାଣି: ବନ୍ୟା ଘେରରେ ଗ୍ରାମବାସୀ, ହଜାର ହଜାର ଏକର ଚାଷଜମି ଜଳମଗ୍ନ
ବରଗଡ଼(ଓଡିଶା ଭାସ୍କର): ଗାଁ ରେ ପଶିଲା ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି । ଛତିଶଗଡ଼ ଅଞ୍ଚଳରେ ପ୍ରବଳ ବର୍ଷା ହେବା ଯୋଗୁ ଆଜି ସୀମାନ୍ତ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି, ଅନ୍ତରାଡ଼ି, ବେନିଆଁପାଲି…