ସ୍ୱାଧୀନତା ଦିବସ ଉପଲକ୍ଷେ ପିଙ୍କ ଟଏଲଟେର ଆରମ୍ଭ କରୁଛି ଦିଲ୍ଲୀ ନଗର ନିଗମ
ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀ ନଗର ନିଗମ କରୋଲ ବାଗ ତରଫରୁ ୭୫ ତମ ସ୍ୱାଧୀନତା ଦିବସ ଅବସରରେ ପିଙ୍କ ଟଏଲେଟ ଆରମ୍ଭ କରିବାକୁ ଯାଉଛି । ଏହି ଶୌଚାଳୟ ମହିଳା ଏବଂ ପିଲାଙ୍କ ପାଇଁ ଅନୁକୂଳ ହେବ । ଏହା ଗୋଲାପୀ ରଙ୍ଗର କପଡ଼ା…