fbpx

ବଦଳିଲେ ପାକିସ୍ତାନ ସେନା ମୁଖ୍ୟ, କମର ବାଜୱାଙ୍କ ସ୍ଥାନ ନେଲେ ମୁନିର

 ପାକିସ୍ତାନ ର ସେନା ମୁଖ୍ୟଭାବେ ନିଯୁକ୍ତି ହେଲେ ସୟଦ ଆମିର ମୁନିର । ମୁନିର ଙ୍କୁ ନିଯୁକ୍ତି ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହବାଜ ସାରିଫ । ସେନାର ମୁଖ୍ୟଭାବେ ତାଙ୍କୁ ଦାୟୀତ୍ୱ ମିଳିଛି ।

 ପାକିସ୍ତାନ ର ନୂତନ ସେନା ମୁଖ୍ୟ ଭାବେ ନିଯୁକ୍ତି ହେଲେ ସୟଦ ଆମିର ମୁନିର । ଏହା ପୂର୍ବରୁ ସେନା ମୁଖ୍ୟ କମର ବାଜୱା ଥିଲେ । ଏବେ ତାଙ୍କର ସ୍ଥାନରେ ସୟଦ ଆମିର ମୁନିର ଙ୍କୁ ଦାୟିତ୍ୱ ମିଳିଛି ।ନୂତନ ମୁଖ୍ୟ ଅବସରପ୍ରାପ୍ତ ଜେନେରାଲ କମର ଜାଭେଦ୍ ବାଜୱାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ, ଯିଏକି ତାଙ୍କ ୬ବର୍ଷ ର କାର୍ଯ୍ୟକାଳ ପରେ ଏହି ମାସ ଶେଷରେ ଅବସର ନେବେ ।

Get real time updates directly on you device, subscribe now.