fbpx

ଏଣିକି ସବୁ ପଞ୍ଚାୟତ ହେବ ପକ୍କାଘର

ଭୁବନେଶ୍ୱର,୮ ।୨(ଓଡିଶା ଭାସ୍କର): ଆଗାମୀ ୩ ବର୍ଷ ମଧ୍ୟରେ ସବୁ ବ୍ଲକ୍ ଓ ପଞ୍ଚାୟତ ପକ୍କାଘର ହେବ । ବିଜୁ ପକ୍କାଘର ଓ ଆବାସ ଯୋଜନାରେ ମିଳିବ ପକ୍କାଘର । ଏନେଇ ଆଜି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

 

Get real time updates directly on you device, subscribe now.