fbpx

ପରୀ ହତ୍ୟାକାଣ୍ଡ, ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି

ଭୁବନେଶ୍ୱର, ୧ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ପରୀ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଥମୁନାହିଁ । ଆଜି ରାଜ୍ୟ ବିଜେପିର ଏକ ଟିମ୍ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଏହି ଘଟଣା ବାବଦରେ ଫେରାଦ ହୋଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଏହି ଟିମ୍ ରାଜ୍ୟପାଳଙ୍କୁ ଭେଟିଥିବା ଜଣାଯାଇଛି । ଶ୍ରୀ ନାୟକ ପରୀର ପରିବାର ଲୋକେ କିପରି ନ୍ୟାୟ ପାଇପାରିବେ ଓ ତଦନ୍ତ କିପରି ଠିକଭାବରେ ଆଗେଇବ ସେନେଇ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତକାଲି ବିଜେପିର ଏକ ଟିମ୍ ମଧ୍ୟ ନୟାଗଡ଼ ଯାଇ ପରୀର ପରିବାରକୁ ଭେଟିଥିଲା ।

Get real time updates directly on you device, subscribe now.