fbpx

ପୁଣି ମଲରେ ପାର୍କିଂ ଫି ଆଦାୟ

ଭୁବନେଶ୍ୱର, ୨୫ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱରରେ ପୁଣି ମଲରେ ପାର୍କିଂ ଫି ଆଦାୟ ହେଉଛି । ଏସପ୍ଲାନେଡ଼-୧ ଓ ଭବାନୀ ମଲରେ ପାର୍କିଂ ଫି ଆଦାୟ ହେଉଛି । ବିଡ଼ିଏ ଯୋଜନା ସଦସ୍ୟ ଗୌରୀଶଙ୍କର ଭୂୟାଁ ଏନେଇ ସୂଚନା ଦେଇଛନ୍ତି । କୋର୍ଟ କେବଳ ବଳପୂର୍ବକ କାର୍ଯ୍ୟାନୁଷ୍ଠାନ ନନେବାକୁ କହିଛନ୍ତି । ଏ ସମ୍ପର୍କରେ ହାଇକୋର୍ଟଙ୍କୁ ସବୁ ଜଣାଇବୁ ବୋଲି ସେ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ସ୍ଥିତ କେତେକ ମଲରେ ପାର୍କି ଫି ଆଦାୟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।ଏହାସତ୍ତେ୍ୱ ପାର୍କିଂ ଫି ଆଦାୟ ହେଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.