fbpx

ଗଛ ପାଲିଟିଛି ବ୍ରିଜ, ବିପଦ ସଙ୍କୁଳ ପୋଲ ଉପରେ ଲୋକେ ଯାତାୟତ କରୁଥିବାର ଦେଖନ୍ତୁ ଦୃଶ୍ୟ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାର୍ଲବା ପଞ୍ଚାୟତର ତବାରସିଂ ଓ ପୁତିସାହି ଗ୍ରାମକୁ ସଂଯୋଗ କରୁଥିବା ଏକ ନଦୀ ଉପରେ ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି । ଏହି ବିପଦ ସଙ୍କୁଳ ଝୁଲା ପୋଲ ଦେଇ ସେହି ଅଞ୍ଚଳର ସୁକନ୍ୟା ନାମକ ମହିଳା ସଙ୍ଘଠନର ସଦସ୍ୟା ମାନେ ଯାଉଥିବାର ଛାତି ଥରା ଦୃଶ୍ୟ ସୋସିଆଲ ମିଡିଆରେ ଚହଳ ପକାଇ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.