fbpx

କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଯୁବକଙ୍କ ମେଡିକାଲରେ ମୃତ୍ୟୁ

ବାଲେଶ୍ବର,୪/୬(ଓଡ଼ିଶା ଭାସ୍କର): କ୍ବାରେଣ୍ଟାଇନ ସେଣ୍ଟରରେ ଥିବା ଯୁବକଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଲେଶ୍ବର ସ୍ଥିତ ଖଇରା ଜଳଦା କ୍ବାରେଣ୍ଟାଇନ ସେଣ୍ଟରରେ  ଯୁବକ ଜଣକ ଥିଲେ। ତାଙ୍କ ଦେହ ଅସୁସ୍ଥ ହୋଇଯିବାରୁ ତାଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା। ପରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ ଡାକ୍ତର । ମୁମ୍ବାଇରୁ ଫେରି ସେ କ୍ବାରେଣ୍ଟାଇନରେ ଥିଲେ। କିନ୍ତୁ ତାଙ୍କର ମୃତ୍ୟୁର କାରଣ ଏପର୍ଯନ୍ତ ଅସ୍ପଷ୍ଟ ରହିଛି।

Get real time updates directly on you device, subscribe now.