fbpx

ଏମିତି ବି ହୋଇପାରେ ଯୁଗାଡ, ଯାହାକୁ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ‘ଆବଶ୍ୟକତା ହିଁ ଆବିଷ୍କାରର ଜନନୀ’ । କିନ୍ତୁ ଆବିଷ୍କାର ସହ ଯୁଗାଡର ବିଷୟରେ ତ ଆପଣମାନେ ଶୁଣିଥିବେ ନିଶ୍ଚିତ, ଯାହାକି ନିଜ ଭିତରର କଳା କହିଲେ ଚଳେ । ଯୁଗାଡ ଏପରି ଏକ ଶଦ୍ଦ, ଯାହାକି ବଡରୁ ବଡ ସମସ୍ୟାକୁ ବି ମିନିଟରେ ସମଧାନ କରିଦେବ । ସେହିପରି ଜଣେ ବ୍ୟକ୍ତି ଶୌଚାଳୟର ଅଭାବକୁ ପୂରଣ କରିବାକୁ ଏକ ଅନନ୍ୟ ଉପାୟ ବାଛିଛନ୍ତି । ସେ ଏକ ପାଣି ଟାଙ୍କିକୁ କାଟି ସେଥିରେ ଶୌଚାଳୟ ପ୍ରସ୍ତୁତ କରିଛନ୍ତି, ଯାହାକି ଯୁଗାଡର ଏକ ବଡ ଉଦାହରଣ ।

ତେବେ ଆସନ୍ତୁ ଦେଖିବା ସେହିପରି କିଛି ଯୁଗାଡର ଚିତ୍ର..

ଟ୍ୟାପଠାରୁ ୱାସିଂ ମେସନ ଦୂରତା ଅଧିକ ଥିବାରୁ ଜଣେ ବ୍ୟକ୍ତି ନିଜର ଉପସ୍ଥିତ ବୁଦ୍ଧି ଘଟାଇ ଯୁଗାଡ କରିଛନ୍ତି । ସେ ଏକ ଚା କେଟଲକୁ ଟ୍ୟାପ ଭାବେ ବ୍ୟବହାର କରି ନୂଆ ଟ୍ୟାପ୍ ପ୍ରସ୍ତୁତ କରିଛନ୍ତି ।

ଏଠାରେ ଜଣେ ବ୍ୟକ୍ତତଙ୍କୁ ମୋବାଇଲକୁ ଚାର୍ଜ କରିବାକୁ କୌଣସି ଟେବୁଲ ନମିଳିବାରୁ ସେ ନିଜର ଜୋତା ବ୍ୟବହାର କରିଛନ୍ତି ।

ଘରେ କମ୍ ଜାଗା ଥିବାରୁ ଜଣେ ବ୍ୟକ୍ତି ଟିଭିକୁ ଚେୟାରରେ ଝୁଲାଇ ଦେଖୁଛନ୍ତି ।

ଜଣେ ବ୍ୟକ୍ତି ବାଥରୁମରେ ଗାଧୋଇବାକୁ ପାଇଁ ବାଲ୍ଟିକୁ ସାୱର ପରି ବ୍ୟବହାର କରୁଛନ୍ତି ।

Get real time updates directly on you device, subscribe now.