fbpx

‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ବାଲେଶ୍ୱର ଚାନ୍ଦିପୁରରେ ପିନାକ ରକେଟର ସଫଳ ପରୀକ୍ଷଣ କରାଯାଇଛି । ‘ପିନାକ’ର ଲକ୍ଷ୍ୟଭେଦ କ୍ଷମତା ୪୦ କିମି ରହିଛି । ଏହା ସହ ଗୋଟିଏ ସ୍ଥାନରୁ ବିଭିନ୍ନ ଦିଗକୁ ଏହି ପିନାକ ଳକ୍ଷ୍ୟଭେଦ କରିପାରିବ । ଡିଆଡିଓ ପକ୍ଷରୁ ଭାରତୀୟ ସେନା ବାହିନୀ ପାଇଁ ଏହାକୁ ବିକଶିତ କରାଯାଇଛି ।

Get real time updates directly on you device, subscribe now.