fbpx

୧୦ ଦିନ ବନ୍ଦ ରହିବ ଭିତରକନିକା, ଜାଣନ୍ତୁ କେବେଠାରୁ

କେନ୍ଦ୍ରାପଡ଼ା,୨୪ ।୧୨(ଓଡିଶା ଭାସ୍କର): ପର୍ଯ୍ୟଟକଙ୍କ ପାଇଁ ୧୦ ଦିନ ବନ୍ଦ ରହିବ ଭିତରକନିକା ଅଭୟାରଣ୍ୟ । ଏହା ଡିସେମ୍ବର ୨୬ରୁ ଜାନୁଆରୀ ୪ ଯାଏଁ ବନ୍ଦ ରହିବ । ବଉଳା କୁମ୍ଭୀରଙ୍କ ଗଣନା ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.