fbpx
BJD SKY
BJD SKY

ବଡ ଖବର: ମେ’୧୩ ରେ ପିପିଲି ଉପନିର୍ବାଚନ

BJD

ପିପିଲି,୧୭/୪(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ନେଇ ଆଜି ସାନି ତାରିଖ ଘୋଷଣା ହୋଇଛି। ମେ ୧୩ ତାରିଖରେ ପିପିଲିରେ ଉପନିର୍ବାଚନ ପାଇଁ ଭୋଟ୍ ପଡିବ। ଏହା ସହ ମେ ୧୬ ତାରିଖରେ ଭୋଟ୍ ଗଣତି ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓ ଏସକେ ଲୋହାନୀ।

ତେବେ ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ ୧୯ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ରହିଥିଲା। କେବଳ ନୂଆ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବେ ।

Get real time updates directly on you device, subscribe now.