fbpx

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ଭୁବନେଶ୍ୱର, ୫ା୪ (ଓଡିଶା ଭାସ୍କର): ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ମତଦାନ ପାଇଁ ଆଉ ଅଳ୍ପଦିନ ବାକି ଥିବାରୁ ପ୍ରଚାର ଜୋରଦାର ହେବ । ବିଜେଡି ପିପିଲିରେ ବିପୁଳ ଭୋଟରେ ବାଜିମାତ୍ କରିବ ବୋଲି ମତ ଦେଇଛନ୍ତି ଦଳର ପର୍ୟ୍ୟବେକ୍ଷକ ପ୍ରତାପ ଦେବ । ତେବେ ମୁଖ୍ୟମନ୍ତ୍ରୀ କେବେ ପ୍ରଚାରକୁ ଓହ୍ଲାଇବେ ସେ ନେଇ କୌଣସି ଚୂଡ଼ାନ୍ତ ହୋଇନାହିଁ । ପ୍ରତାପଙ୍କ ଘରେ ବସିଥିବା ବିଜେଡି ବୈଠକରେ ପରେ ସେ ଏହି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.