fbpx

ବିମାନ ଦୁର୍ଘଟଣା, ୯ମୃତ

ନୂଆଦିଲ୍ଲୀ,୧ା୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସେହି ବିମାନ ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣାଗ୍ରସ୍ତ ପ୍ଲେନରେ ୧୨ଜଣ ଲୋକ ଯାଇଥିଲେ । ପ୍ଲେନଟି ଚେମ୍ବରଲେନରୁ ଉଡ଼ାଣ ଭରି ଇଦାହୋ ମୁଖେ ଯାଉଥିବା ସୂଚନା ରହିଛି ।

Get real time updates directly on you device, subscribe now.