fbpx

ବିମାନ ଦୁର୍ଘଟଣାଗ୍ରସ୍ତ, ୧୪ମୃତ

ନୂଆଦିଲ୍ଲୀ, ୨୭ା୧୨: କାଜାକିସ୍ତାନର ଅଲମାଟିରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନଟି ଉଡ଼ାଣ ବେଳେ ତଳକୁ ଖସି ଦୁଇ ମହଲା କୋଠାରେ ପିଟି ହୋଇ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିନ୍ତୁ ସେମାନଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷମାନେ ସ୍ପଷ୍ଟ କରିଛନ୍ତି । ବିମାନରେ ୧୦୦ଜଣ ଯାତ୍ରୀ ଥିଲେ ।୯୫ଜଣ ଯାତ୍ରୀଙ୍କ ସହ ୫ଜଣ କ୍ରିୟୁ ମେମ୍ବର ଥିଲେ । ବିମାନ ମଧ୍ୟରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ବାହାର କରିବା ପାଇଁ ଚେଷ୍ଟା ଜାରି ରହିଛି ।

Get real time updates directly on you device, subscribe now.