fbpx
BSKY
BJD SHG SKY
BJD MC SKY

ଘରେ ବସି ଖେଳନ୍ତୁ: ଆଉ ୪୦ ହଜାର ଟଙ୍କା ଜିତିବାର ସୁବର୍ଣ୍ଣ ସୁଯୋଗ ପାଆନ୍ତୁ, ଜାଣନ୍ତୁ ପ୍ରସେସ୍

ନୂଆଦିଲ୍ଲୀ: ଘରେ ବସି ବସି ଅର୍ଥ ଉପାର୍ଜନର ଏକ ବଢିଆ ସୁଯୋଗ । ଘରେ ବସି ବସି ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୪୦ ହଜାର ଟଙ୍କା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ କେବଳ ଗୋଟିଏ ସ୍ମାର୍ଟ ଫୋନ ଏବଂ କିଛି ସାଧାରଣ ଜ୍ଞାନ । ମାତ୍ର କିଛି ପ୍ରଶ୍ନର ଉତ୍ତର ଦେଇ ଆପଣ ଜିତି ପାରିବେ ୪୦ ହଜାର ଟଙ୍କାର ଅର୍ଥରାଶି । ଆମାଜନ ପେ ବାଲାନ୍ସରେ କିଛି ପ୍ରଶ୍ନର ଉତ୍ତର ଦେଲେ ମିଳୁଛି ଏହି ଅର୍ଥରାଶି । ସକାଳ ୮ଟାରୁ ରାତି ୧୨ଟା ଯାଏଁ ଏହି କ୍ୱିଜ ଅନୁଷ୍ଠିତ ହେବ । ଜେନେରାଲ ନଲେଜ୍ ଏବଂ କରେଣ୍ଟ ଆଫେୟାର୍ସ ଉପରେ ଆପଣଙ୍କର ସାମାନ୍ୟ ଦଖଲ ରହିବା ଆବଶ୍ୟକ ।

କ୍ୱିଜରେ ପଚରା ଯାଉଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଆପଣ ପ୍ରାଇଜ ହାସଲ କରି ପାରିବେ । ଏହି ସମୟରେ ପଚରା ଯାଉଥିବା ସମସ୍ତ ପ୍ରଶ୍ନ ପାଇଁ ଆପଣଙ୍କୁ ୪ଟି ବିକଳ୍ପ ମଧ୍ୟ ଦିଆଯିବ । ପ୍ରତ୍ୟେକ ଦିନର ବିଜେତା ପରବର୍ତ୍ତୀ ଦିନରେ ଘୋଷଣା କରାଯିବ ।

କିପରି ଖେଳିବେ: ପ୍ରଥମେ ଆପଣଙ୍କୁ ଆମାଜନ ଆପ୍ ନିଜ ଫୋନରେ ଇନଷ୍ଟଲ କରିବାକୁ ପଡିବ । ଡାଉନଲୋଡ ଏବଂ ଇନଷ୍ଟଲ ପରେ ସାଇନ ଇନ କରିବାକୁ ପଡିବ । ସାଇନ ଇନ କରିବା ପରେ ଆମାଜନ କୁଇଜ୍ ବିକଳ୍ପ ବାଛିବାକୁ ପଡିବ । ସମୁଦାୟ ୫ଟି ପ୍ରଶ୍ନ ପଚରାଯିବ । ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେଲେ ଆପଣ ୪୦ ହଜାର ଟଙ୍କାର ଆମାଜନ ପେ ବାଲାନ୍ସ ପାଇପାରିବେ ।

Get real time updates directly on you device, subscribe now.