fbpx

ସୋସିଆଲ ମିଡ଼ିଆ ଛାଡ଼ିବା ନେଇ ମୋଦିଙ୍କ ନୂଆ ଟ୍ୱିଟ୍

ନୂଆଦିଲ୍ଲୀ, ୩ା୩: ସୋସିଆଲ ମିଡ଼ିଆ ଛାଡ଼ିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଏକ ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ମୋର ଆକାଉଣ୍ଟ ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ରହିବ । ମହିଳା ଦିବସରେ ପ୍ରେରଣା ଯୋଗାଇଥିବା ମହିଳାଙ୍କୁ ସମର୍ପିତ ରହିବ । ଏହି ପଦକ୍ଷେପ ଦ୍ୱାରା ଲକ୍ଷ ଲକ୍ଷ ମହିଳାଙ୍କୁ ପ୍ରେରଣା ମିଳିବ ବୋଲି ସେ ଟ୍ୱିଟର ମାଧ୍ୟମରେ କହିଛନ୍ତି । ପୂର୍ବରୁ ସୋସିଆଲ ମିଡ଼ିଆ ଛାଡ଼ିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିଲେ ।

Get real time updates directly on you device, subscribe now.