ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ନିର୍ମାଣ ହେବ ୫ ଲକ୍ଷ ଘର
ଅନ୍ତୋଦୟ ଯୋଜନା ପାଇଁ ଏତିକି କୋଟି ବଜେଟ ପ୍ରସ୍ତୁତ କରାଯାଇଛି।
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପନ ହେଉଛି ଓଡ଼ିଶା ବଜେଟ। ଏହାକୁ ଉପସ୍ଥାପନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବଜେଟରେ ଅନ୍ତୋଦୟ ଯୋଜନା ପାଇଁ ବଜେଟ ପ୍ରସ୍ତୁତ କରାଯାଇଛି। ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା..
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବ ୫ ଲକ୍ଷ ଘର। ୫ ଲକ୍ଷ ଘର ନିର୍ମାଣ ପାଇଁ ଗରିବ ଏବଂ ମଧ୍ୟବୀତ୍ତ ଲୋକଙ୍କୁ ୪ ହଜାର ୫ ଶହ କୋଟି ଟଙ୍କା ବଣ୍ଟନ କରାଯିବ।