fbpx

ପ୍ରଧାନମନ୍ତ୍ରୀ ମନ କି ବାତ୍ ରେ କହିଲେ ଯେଉଁ ଦେଶ ଫିଟ୍ ଅଛି ସେ ସବୁ ବେଳେ ହିଟ୍

ନୂଆଦିଲ୍ଲୀ, ୨୩ା୨: ରେଡ଼ିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ କହିଛନ୍ତି । ସେ କହିଛନ୍ତି ଦେଶର ବିବିଧତା ଗର୍ବରେ ଭରିଦେଉଛି । ପ୍ରତିଭା ବଜାର କଳା ପ୍ରଦର୍ଶନର ଏକ ବଡ଼ ମଞ୍ଚ । ଏହାସହ ପ୍ରତିଭା ବଜାରରେ ୩ଲକ୍ଷ ଲୋକଙ୍କୁ ରୋଜଗାର ମିଳିଛି । ବିଜ୍ଞାନ ପ୍ରତି ପିଲା ଓ ଯୁବକଙ୍କ ରୁଚି ବଢ଼ୁଛି । ଜାନୁଆରି ୩୧ରେ ଲଦାଖରେ ଇତିହାସ ସୃଷ୍ଟି ହୋଇଥିଲା । ଲେହରେ ସବୁଠୁ ଉଚ୍ଚ ବିମାନବନ୍ଦରରୁ ବିମାନ ଉଡ଼ିଛି । ଯେଉଁ ଦେଶ ଫିଟ୍ ଅଛି ସେ ସବୁ ବେଳେ ହିଟ୍ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.