fbpx

ପ୍ରଧାନମନ୍ତ୍ରୀଙ୍କ ଜରୁରୀ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାରୀ ବାସଭବନରେ ଜରୁରୀ ବୈଠକ । କେନ୍ଦ୍ରମନ୍ତ୍ରୀମାନଙ୍କ ସହ ଜରୁରୀ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବୈଠକରେ ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରି ଉପସ୍ଥିତ । ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଉପସ୍ଥିତ ।

ଆଡମିଟ୍ କାର୍ଡକୁ ପାସ୍ ଭାବେ ଗ୍ରହଣ କର- ଏସିଏସ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚିଠି । ଆଇଏନଇ-ସିଇଟି ଏବଂ ଏମ୍ସ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚିଠି । ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡକୁ ପାସ୍ ଭାବେ ବିଚାର କରି ଛାଡ଼ି ଦେବାକୁ ନିର୍ଦ୍ଦେଶ । ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଏ ନେଇ ଚିଠି ଲେଖିଲେ ଏସିଏସ । ଆସନ୍ତା ୧୬ରେ ଆଇଏନଇ-ସିଇଟି ଏବଂ ୨୭ରେ ଏମ୍ସ ପରୀକ୍ଷା ।

Get real time updates directly on you device, subscribe now.