fbpx

ଆଡମିଟ୍ କାର୍ଡକୁ ପାସ୍ ଭାବେ ଗ୍ରହଣ କର- ଏସିଏସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରୀକ୍ଷା କେନ୍ଦ୍ରକୁ ଆସିବାକୁ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚିଠି । ଆଇଏନଇ-ସିଇଟି ଏବଂ ଏମ୍ସ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଚିଠି । ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡକୁ ପାସ୍ ଭାବେ ବିଚାର କରି ଛାଡ଼ି ଦେବାକୁ ନିର୍ଦ୍ଦେଶ । ସବୁ ଜିଲ୍ଲାପାଳ ଓ ପୌର କମିଶନରଙ୍କୁ ଏ ନେଇ ଚିଠି ଲେଖିଲେ ଏସିଏସ । ଆସନ୍ତା ୧୬ରେ ଆଇଏନଇ-ସିଇଟି ଏବଂ ୨୭ରେ ଏମ୍ସ ପରୀକ୍ଷା।

Get real time updates directly on you device, subscribe now.