fbpx

ଚାଲିଛି ଗୋଧି ମାଂସ କାରବାର: ଜାଣନ୍ତୁ ରାଜଧାନୀର କେଉଁଠୁ ଚଢାଉ କରିଛି ପୋଲିସ

ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ଗୋଧି ମାଂସ ଏହା ସହ ୨ ଗୋଧି ମଧ୍ୟ ଉଦ୍ଧାର କରାଯାଇଛି । ଭୁବନେଶ୍ୱର ଝାରପଡା ଅଞ୍ଚଳରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଆଜି ଏକ ଚିକେନ ସେଣ୍ଟରରେ ଚଢାଉ କରି ଗୋଧି ମାଂସ ସହ ୨ ଗୋଧି ଉଦ୍ଧାର କରିଛି ପୋଲିସ । ଏହାସହ ଘଟଣାରେ ୨ ଜଣକୁ ଅଟକ ରଖାଯାଇଛି । ସେପଟେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି ।

 

Get real time updates directly on you device, subscribe now.