fbpx
BSKY
BJD MC SKY
BJD YOUTH SKY

ପୁଟିନ-ମୋଦି ଆଲୋଚନା: ହିଂସାର ପଥ ଛାଡ଼ି ଯୁଦ୍ଧ ରୋକିବାକୁ କଲେ ଅପିଲ୍

ରୁଷ ରାଷ୍ଟ୍ରପତିଙ୍କ ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ମୋଦି । ୟୁକ୍ରେନ ସଂକଟ ପରିପ୍ରେକ୍ଷୀରେ ଗୁରୁବାର ଫୋନରେ କଥା ହେଲେ ମୋଦି । ସମଗ୍ର ଘଟଣାକୁ ନେଇ ମୋଦିଙ୍କୁ ସୂଚନା ଦେଲେ ପୁଟିନ୍ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କଥା କହିଲେ ମୋଦି । ଏହା ସହ ଭାରତୀୟଙ୍କ ସୁରକ୍ଷା କଥା ମଧ୍ୟ ଉଠାଇଲେ ମୋଦି । ହିଂସାର ପଥ ଛାଡ଼ିବାକୁ ପୁଟିନଙ୍କୁ କଲେ ଅପିଲ୍ । ଏହା କୂଟନୈତିକ ପଥ ଆପଣାଇବାକୁ କହିଲେ ମୋଦି ।

 

Get real time updates directly on you device, subscribe now.