fbpx

ଭିଜିଲାନ୍ସ ଜାଲରେ ପଡ଼ିଲେ ଏଏସଆଇ: ଲାଞ୍ଚ ନେବା ବେଳେ ଦଲାଲ ସହ ପଡ଼ିଲେ ଧରା

Advertisement

କେନ୍ଦ୍ରାପଡ଼ା: ଧରାପଡ଼ିଲେ ସରକାରୀ ବାବୁ । ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ କେନ୍ଦ୍ରାପଡ଼ା ସଦର ଥାନା ଏଏସଆଇ ପୃଥ୍ୱୀରାଜ ମିଶ୍ର । ଏକ ମାମଲାର ରଫାଦଫା ପାଇଁ ଦଲାଲ ଜରିଆରେ ଲାଞ୍ଚ ନେଉଥିଲେ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଫସିଲେ ଏହି ଏସଆଇ । ଏଏସଆଇ ପୃଥ୍ୱୀରାଜଙ୍କ ସହ ଦଲାଲ ବ୍ରଜକିଶୋର ବେହେରା ବି ଗିରଫ ହୋଇଛନ୍ତି ।

Get real time updates directly on you device, subscribe now.