fbpx
BSKY SKY
BSKY SKY

ଉତ୍ୟକ୍ତ କର୍ମୀଙ୍କ ଉପରେ ପୋଲିସର ଲାଠିଚାର୍ଜ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ପ୍ରସଙ୍ଗରେ ଆଜି ଖୋଭାଯାତ୍ରା କରିଥିଲା ବିଜେପି ଯୁବ ମୋର୍ଚ୍ଚା । ରାମ ମନ୍ଦିର ଛକରୁ ପିଏମଜି ଅଭିମୁଖେ ଶୋଭାଯାତ୍ରା କରିଥିବା ବେଳେ ପୋଲିସ ଭ୍ୟାନକୁ ଭାଙ୍ଗିବାକୁ ବିଜେପି କର୍ମୀମାନେ ଉଦମ୍ୟ କରିଥିଲେ । ଏହାକୁ ନେଇ ଖୋଭାଯାତ୍ରା ବେଳେ ପୋଲିସ ଓ ବିଜେିପ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଧସ୍ତାଧସ୍ତି ବେଳେ ଆଇଆରବି ଯବାନ ଓ ସାମ୍ବାଦିକ ଆହତ ହୋଇଛନ୍ତି । ଫଳରେ ଉତ୍ୟକ୍ତ ବିଜେପି କର୍ମୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି ।

Get real time updates directly on you device, subscribe now.