fbpx
BJD
BJD SKY
BJD SKY

ବ୍ରହ୍ମପୁରରେ ପୋଲିସ ଡିଜି ଅଭୟ

ବ୍ରହ୍ମପୁର,୯ ।୧(ଓଡିଶା ଭାସ୍କର): ରାଜ୍ୟରେ କ୍ରାଇମ ରୋକିବାକୁ ଅଣ୍ଟା ଭିଡିଛନ୍ତି ସରକାର । ଏହାରି ମଧ୍ୟରେ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ । ଜିଲ୍ଲାରେ ଆଇନଶୃଙ୍ଖଳା ନେଇ ଡିଆଇଜି କାର୍ଯ୍ୟାଳୟରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ଦକ୍ଷିଣାଞ୍ଚଳ ଡିଆଇଜି, ବ୍ରହ୍ମପୁର ଓ ଗଞ୍ଜାମ ଏସପି ଉପସ୍ଥିତ ଥିବା ଜଣାପଡିଛି ।

Get real time updates directly on you device, subscribe now.