fbpx
BSKY
BJD MC SKY
BJD YOUTH SKY

ଗଞ୍ଜେଇ-ବ୍ରାଉନସୁଗାର ମାଫିଆଙ୍କ ବିରୋଧରେ ଅଭୟଙ୍କ କଡା ଆକ୍ସନ

ଭୁବନେଶ୍ୱର,୧୩ ।୧୦ (ଓଡିଶା ଭାସ୍କର): ଗଞ୍ଜେଇ ଓ ବ୍ରାଉନସୁଗାର ବିରୋଧରେ ଅଭିଯାନ ଜାରି ରହିବ । ଚାଲାଣ ରୋକିବାକୁ ଆହୁରି କଡା ଆଭିମୁଖ୍ୟ ଗ୍ରହଣ କରାଯିବ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୫ଟି ରାଜ୍ୟର ପୋଲିସ ଡିଜିଙ୍କ ସହ ବୈଠକ ବସିଛି । ରାଜ୍ୟରେ ୯ ମାସରେ ୧୦୫୪ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜାନୁୟାରୀରୁ ସେପ୍ଟେମ୍ବର ମଧ୍ୟରେ ୧୦୫୪ କୁଇଣ୍ଟାଲ ଜବତ ହୋଇଛି । କୋରାପୁରୁ ୪୧୩, ମାଲାକନଗିରିରୁ ୨୪୦ ଓ କୋରାପୁଟରୁ ୧୨୬ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି ।’

Get real time updates directly on you device, subscribe now.