fbpx

ସଟଡାଉନରେ ଖୁଲମଖୁଲା ଚାଲିଥିଲା ମଦ ବେପାର, ଚଢାଉ କଲା ପୋଲିସ

ଭୁବନେଶ୍ୱର,୧୬ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଲୋକେ ମାନୁନାହାନ୍ତି କଟକଣା । ରାଜଧାନୀରେ ସଟଡାଉନ୍ ଚାଲିଥିବା ବେଳେ ସବୁ ବନ୍ଦ ବାର ଖୋଲା ରହିଛି । ଏନେଇ ରାଜଧାନୀରେ ଖୋଲାଥିବା ସମସ୍ତ ବାର ଉପେର ଆଜି ଚଢାଉ କରିଛି ପୋଲିସ । ବାରରେ ଚାଲିଥିଲା ଖୁଲମଖୁଲା ମଦ ବେପାର । ମଦ ବେପାରର ଭିଡିଓ ଭାଇରାଲ ହେବା ପରେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.