fbpx

ଭଉଣୀ ମାନଙ୍କ ପ୍ରାଇଭେଟ୍ ପାର୍ଟରେ ହାତ ମାରୁଛନ୍ତି: ପୋଲିସ୍ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି କର୍ମୀ, ଦେଖନ୍ତୁ Video

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ଆମର ଭଉଣୀ ମାନଙ୍କୁ ଅଭଦ୍ର ବ୍ୟବହାର ପ୍ରଦର୍ଶନ କରିଛି । ଭଉଣୀ ମାନଙ୍କ ପ୍ରାଇଭେଟ୍ ପାର୍ଟକୁ ଛୁଇଁବାକୁ ପୋଲିସ୍ ଚେଷ୍ଟା କରୁଛି । ଏମିତି କିଛି ଅଭିଯୋଗ ଆଣିଛନ୍ତି ବିଜେପି କର୍ମୀ । ରାଜଧାନୀରେ ବିଜେପି ପକ୍ଷରୁ ଏକ ବିଶାଳ ରାଲି କରାଯାଉଥିବା ବେଳେ ଏଭଳି ପରସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସର କ୍ୱିକ୍ ରେସପନ୍ସ ଟିମ୍ ପକ୍ଷରୁ ଦଳର ମହିଳା କର୍ମୀଙ୍କ ପ୍ରାଇଭେଟ୍ ପାର୍ଟରେ ହାତ ମରା ଯାଇଥିଲା ।

ବିଜେପି କର୍ମୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା କାରଣରୁ ପୋଲିସ ସେମାନଙ୍କୁ ଉଠାଇ ନିଆଯାଇଥିଲା । କଳା ଗଞ୍ଜି ପିନ୍ଧିଥିବା ଏହି ପୋଲିସଙ୍କ କାର୍ଯ୍ୟକଳାପକୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା । ଆଇନ ତା ବାଟରେ ଯାଉନଥିବାରୁ ଆସନ୍ତା ପଞ୍ଚାୟତରେୁ ଲୋକ ଏହାର ଯବାବ ଦେବେ ବୋଲି କହିଛନ୍ତି ଗିରଫ କର୍ମୀ । ଦେଖନ୍ତୁ ଭିଡିଓ,….

Get real time updates directly on you device, subscribe now.