fbpx

ମହଙ୍ଗା ପଡିଲା ବୟଫ୍ରେଣ୍ଡ ସହ ବୁଲିବା! ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ବାନ୍ଧିନେଲା ପୋଲିସ

ଅଭିନେତ୍ରୀ ତଥା ମଡେଲ୍ ପୁନମ ପାଣ୍ଡେଙ୍କୁ ଲକ୍-ଡାଉନରେ ପ୍ରେମିକ ସହ ବୁଲିବା ମହଙ୍ଗା ପଡିଲା । ସବୁବେଳେ କଣ୍ଟ୍ରୋଭର୍ସିରେ ରହୁଥିବା ପୁନମ ମୁମ୍ବାଇର ମେରାଇନ୍ ଡ୍ରାଇଭରେ ତାଙ୍କ ପ୍ରେମିକ ସହ ବୁଲୁଥିବା ବେଳେ ଧରାପଡିଛନ୍ତି । ଏନେଇ ମୁମ୍ବାଇ ପୋଲିସ ଦୁହିଁଙ୍କ ନାଁରେ ମାମଲା ରୁଜୁ କରିବା ସହ ବିଏମଡବ୍ଲୁ କାରଟିକୁ ଜବତ କରିଛି । ସେମାନଙ୍କ ଉପରେ ଧାରା ୧୮୮, ୨୬୯ ଓ ୫୧ ବି ଆଧାରରେ ମାମଲା ରୁଜୁ ହୋଇଛି । ପୁନମ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ସରକାରୀ ଆଉନ ଉଲ୍ଲଙ୍ଘନ କରିବା ଅଭିଯୋଗ ହୋଇଛି । ତେବେ ପୁନମ ପାଣ୍ଡେ ନିଜର ୪୬ ବର୍ଷିୟ ପ୍ରେମିକ ଅହମ୍ମଦଙ୍କ ସହିତ କାରରେ ବୁଲୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ।

View this post on Instagram

Caption this.

A post shared by Poonam Pandey (@ipoonampandey) on

Get real time updates directly on you device, subscribe now.