fbpx

କାର୍ଯ୍ୟାନୁଷ୍ଠାନ ଦାବି କଲେ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୮ ।୧୦(ଓଡିଶା ଭାସ୍କର): ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଭିଡିଓ ଭାଇରାଲ ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପ୍ରଦୀପ ମାଝୀ । ପ୍ରଦୀପ କହିଛନ୍ତି ଯେ, ‘ ସେ ଜଣେ ଆଦିବାସୀ ମହିଳା । ଆଦିବାସୀ ସମାଜ ପ୍ରତି ଘୋର ଅପମାନ ହୋଇଛି । ଘଟଣାର ସଠିକ୍ ତଦନ୍ତ କରାଯାଉ ।’

Get real time updates directly on you device, subscribe now.