ରାଜ୍ୟରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

COVID-19 Updates
  • World 65,440,731
    World
    Confirmed: 65,440,731
    Active: 18,620,983
    Recovered: 45,309,867
    Death: 1,509,881
  • USA 14,482,630
    USA
    Confirmed: 14,482,630
    Active: 5,665,514
    Recovered: 8,535,024
    Death: 282,092
  • India 9,564,565
    India
    Confirmed: 9,564,565
    Active: 417,216
    Recovered: 9,008,247
    Death: 139,102
  • Brazil 6,487,084
    Brazil
    Confirmed: 6,487,084
    Active: 586,804
    Recovered: 5,725,010
    Death: 175,270
  • Russia 2,375,546
    Russia
    Confirmed: 2,375,546
    Active: 474,088
    Recovered: 1,859,851
    Death: 41,607
  • UK 1,674,134
    UK
    Confirmed: 1,674,134
    Active: 1,614,021
    Recovered: N/A
    Death: 60,113
  • Italy 1,664,829
    Italy
    Confirmed: 1,664,829
    Active: 759,982
    Recovered: 846,809
    Death: 58,038
  • Germany 1,128,730
    Germany
    Confirmed: 1,128,730
    Active: 310,470
    Recovered: 800,000
    Death: 18,260
  • Turkey 733,261
    Turkey
    Confirmed: 733,261
    Active: 300,614
    Recovered: 418,331
    Death: 14,316
  • Pakistan 406,810
    Pakistan
    Confirmed: 406,810
    Active: 51,654
    Recovered: 346,951
    Death: 8,205
  • China 86,567
    China
    Confirmed: 86,567
    Active: 266
    Recovered: 81,667
    Death: 4,634

ଭୁବନେଶ୍ୱର,୨୫ ।୧୦(ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଥିବା ବେଳେ ଆଉ ଜଣେ ମନ୍ତ୍ରୀ ଏହାର କବଜାକୁ ଆସିଛନ୍ତି । କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରାନ୍ତ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏବେ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଚ କରାଇବା ସହ ସଂଗରୋଧରେ ରହିବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

Get real time updates directly on you device, subscribe now.

Comments are closed.