fbpx

ବିଜେଡିରୁ ଇସ୍ତଫା ଦେଲେ ପ୍ରେମାନନ୍ଦ ନାୟକ, କହିଲେ କାରଣ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଧାୟକ ପ୍ରେମାନନ୍ଦ ନାୟକ । ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ରହିଛି । ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । ଦଳରେ ଅଣଦେଖା ଅଭିଯୋଗ କରି ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏନେଇ ଅକ୍ଟୋବର ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ଦେଇଥିବା ପ୍ରେମାନନ୍ଦ କହିଛନ୍ତି ।

Get real time updates directly on you device, subscribe now.