fbpx

୩ କୃଷି ବିଲକୁ ମିଳିଲା ରାଷ୍ଟ୍ର୍ରପତିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ,୨୭ ।୯: ୩ କୃଷି ବିଲ ଉପରେ ସ୍ୱାକ୍ଷର କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂସଦର ଉଭୟ ଗୃହରେ ପାରିତ ପରେ ଆଜି ଏହାକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି । ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି କୃଷି ବିଲ୍ । ତେବେ କୃଷି ବିଲକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପରିସ୍ଥିତିରେ ଆନ୍ଦୋଳନ ଚାଲିଛି ।

Get real time updates directly on you device, subscribe now.